ETV Bharat / bharat

PMGKAY ହିତାଧିକାରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିସି ଯୋଗେ ହେବ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

PM to interact with beneficiaries of Pradhan Mantri Garib Kalyan Anna Yojana in Uttar Pradesh on 5th August
PMGKAY ହିତାଧିକାରୀଙ୍କ ସହ କଥା ହେବେ PM
author img

By

Published : Aug 5, 2021, 6:50 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଉତ୍ତର ପ୍ରଦେଶର ହିତାଧିକାରୀଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିବେ ପିଏମ । ଅଗଷ୍ଟ ୫ ତାରିଖକୁ ରାଜ୍ୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଦିବସ ଭାବେ ପାଳନ କରିବ । ଏହି ଯୋଜନାରୁ ଯେପରି କୌଣସି ହିତାଧିକାରୀ ବଞ୍ଚିତ ନ ହୁଅନ୍ତି । ସେନେଇ ଏକ ବିରାଟ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

ତେବେ, ଏହି ଯୋଜନାରେ ଅଧିନରେ ୧୫କୋଟି ହିତାଧିକାରୀ ମାଗଣା ରାସନ ପାଉଛନ୍ତି । ଏହାସହ ଏହି ଯୋଜନାରେ ମାଧ୍ଯମରେ ରାଜ୍ୟରେ ପ୍ରାୟ ୮୦ ହଜାର ଦୋକାନ ଯୋଗେ ଉଚିତ ମୂଲ୍ୟରେ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି । ଏହି କାର୍ଯ୍ୟକ୍ରମ ଅପରାହ୍ନ ୧ଟା ସମୟରେ ଭିଡିଓ କନଫରେସିଂ ମାଧ୍ୟମରେ ହେବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମଧ୍ୟ ଉପସ୍ଥିତ ରହିବେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.