ନୂଆଦିଲ୍ଲୀ: ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧ ସ୍ଥିତି ନେଇ ଭାରତରେ ବଢୁଛିି ଚିନ୍ତା । ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିତିର ସମୀକ୍ଷା ଜାରି ରଖିଛନ୍ତି । ମିଳିଥିବା ସୂଚନା ଅନୁସାରେ ରାତି ୮.୩୦ ରୁ ଏହି ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଛି ।
-
Prime Minister Narendra Modi to chair a high-level meeting on the Ukraine issue at 8:30pm tonight.#RussianUkrainianCrisis
— ANI (@ANI) March 2, 2022 " class="align-text-top noRightClick twitterSection" data="
(File photo) pic.twitter.com/kOaQAxoJWL
">Prime Minister Narendra Modi to chair a high-level meeting on the Ukraine issue at 8:30pm tonight.#RussianUkrainianCrisis
— ANI (@ANI) March 2, 2022
(File photo) pic.twitter.com/kOaQAxoJWLPrime Minister Narendra Modi to chair a high-level meeting on the Ukraine issue at 8:30pm tonight.#RussianUkrainianCrisis
— ANI (@ANI) March 2, 2022
(File photo) pic.twitter.com/kOaQAxoJWL
ଆଜି ବସିଥିବା ବୈଠକରେ ବୈଦେଶିକ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ହେବେ ସାମିଲ ଥିବା ମଧ୍ୟ ରହିଛି । ଜାରି ରହିଥିବା ଉଦ୍ଧାର ମିଶନ ‘ଅପରେସନ ଗଙ୍ଗା’ର ଅଗ୍ରଗତି ଓ ଭାରତୀୟଙ୍କ ସୁରକ୍ଷା ନେଇ ଆଲୋଚନା ହେବ । ତେବେ ଆଜିର ବୈଠକ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଥିବା ୫ମ ବୈଠକ । କିଛି ନୂଆ ନିଷ୍ପତ୍ତି ନେଇ ମଧ୍ୟ ଆଶା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ