ETV Bharat / bharat

ଅକ୍ଟୋବର ୫ରେ ଲକ୍ଷ୍ମୌ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି - ଅକ୍ଟୋବର ୫ରେ ଲକ୍ଷ୍ମୌ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ

ଅକ୍ଟୋବର ୫ରେ ଲକ୍ଷ୍ମୌ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇନ୍ଦିରାଗାନ୍ଧୀ ପ୍ରତିଷ୍ଠାନରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ମୋଦି ମୁଖ୍ୟ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ...

ଅକ୍ଟୋବର ୫ରେ ଲକ୍ଷ୍ମୌ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

author img

By

Published : Oct 3, 2021, 7:25 AM IST

ଲକ୍ଷ୍ମୌ : ଅକ୍ଟୋବର ୫ରେ ଲକ୍ଷ୍ମୌ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇନ୍ଦିରାଗାନ୍ଧୀ ପ୍ରତିଷ୍ଠାନରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ମୋଦି ମୁଖ୍ୟ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଅକ୍ଟୋବର ୫ରେ ଆୟୋଜିତ ହେବାକୁ ଥିବା କାର୍ଯ୍ଯକ୍ରମ କିଭଳି ଚାଲିଛି ସେନେଇ ଭିତ୍ତିଭୂମି ଯାଞ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଧାର୍ଯ୍ୟ ହୋଇଥିବା ସମୟ ମଧ୍ୟରେ ସମସ୍ତ କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

  • प्रधानमंत्री श्री @narendramodi जी के प्रस्तावित कार्यक्रम के दृष्टिगत आज लखनऊ स्थित इंदिरा गांधी प्रतिष्ठान का #UPCM श्री @myogiadityanath जी ने स्थलीय निरीक्षण किया।

    मुख्यमंत्री जी ने संबंधित अधिकारियों को सभी तैयारियां समयबद्ध ढंग से पूर्ण करने हेतु आवश्यक दिशा-निर्देश दिए। pic.twitter.com/OP4I79N7Ss

    — CM Office, GoUP (@CMOfficeUP) October 2, 2021 " class="align-text-top noRightClick twitterSection" data=" ">

ଭିତ୍ତିଭୂମି ଯାଞ୍ଚ ସମୟରେ ନଗର ଉନ୍ନୟନ ମନ୍ତ୍ରୀ ଆଶୁତୋଷ ଟଣ୍ଡନ୍ ମଧ୍ୟ ଉପସ୍ଥିତ ରହିଥିଲେ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଅକ୍ଟୋବର ୫ରେ ରାଜ୍ୟର ନଗର ଉନ୍ନୟନ ବିଭାଗ ଦ୍ୱାରା ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେପଟେ ମୋଦିଙ୍କ ଏ ଗସ୍ତ ଆଗକୁ ଥିବା ୨୦୨୨ ୟୁପି ବିଧାନସଭା ନିର୍ବାଚନ ଉପରେ ପ୍ରଭାବ ପକାଇବ । ଏନେଇ ଏବେଠୁ ଗଡ ରକ୍ଷା ପାଇଁ ବିଜେପି ଆରମ୍ଭ କରିଛି ରଣନୀତି । ରାଜନୈତିକ ପାଣିପାଗ ମଧ୍ୟ ଏବେଠୁ ସରଗମ ହେଲାଣି । ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦଳୀୟ ସଂଗଠନକୁ ମଧ୍ଯ ମଜବୁତ କରିବ ବୋଲି ସମ୍ଭାବନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.