ETV Bharat / bharat

ବିଶ୍ବ ଭାରତୀ ବିଶ୍ବବିଦ୍ୟାଳୟର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କରିବେ ମୋଦି - World- indian University

ଆସନ୍ତାକାଲି(ଗୁରୁବାର) ବିଶ୍ବ-ଭାରତୀ ବିଶ୍ବ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ ପାଳିତ ହେବ । ଭିଡିଓ କନଫରେନ୍ସିଂ ଜରିଆରେ ଏହି ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ବିଶ୍ବ-ଭାରତୀ ବିଶ୍ବବିଦ୍ୟାଳୟର ଶତବାର୍ଷିକୀ ସମାରୋହ

author img

By

Published : Dec 23, 2020, 1:09 PM IST

ନୂଆଦିଲ୍ଲୀ: ଆସନ୍ତାକାଲି(ଗୁରୁବାର) ବିଶ୍ବ-ଭାରତୀ ବିଶ୍ବ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ ପାଳିତ ହେବ । ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

1921 ମସିହାରେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ବାରା ପ୍ରତିଷ୍ଠିତ ବିଶ୍ବ-ଭାରତୀ ଦେଶର ସର୍ବ ପୁରାତନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ । 1951 ମସିହା ମେ ମାସରେ ବିଶ୍ବ-ଭାରତୀକୁ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଏବଂ ସଂସଦର ଏକ ଅଧିନିୟମ ଦ୍ଵାରା "ଜାତୀୟ ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନ" ଭାବେ ଘୋଷଣା କରାଯାଇଥିଲା ।

ଗୁରୁଦେବ ଟାଗୋରଙ୍କ ଦ୍ଵାରା ପ୍ରସ୍ତୁତ ଶିକ୍ଷାନୀତିକୁ ଏହି ବିଶ୍ବବିଦ୍ୟାଳୟ ଅନୁସରଣ କରିଥିଲା, ଯଦିଓ ଧୀରେ ଧୀରେ ଏହା ସେହି ଢାଞ୍ଚାରେ ବିକଶିତ ହୋଇଥିଲା ଯେଭଳି ଆଧୁନିକ ବିଶ୍ବବିଦ୍ୟାଳୟଗୁଡ଼ିକ ଅନ୍ୟତ୍ର ବିକଶିତ ହୋଇଥିଲେ । ପ୍ରଧାନମନ୍ତ୍ରୀ ହେଉଛନ୍ତି ବିଶ୍ବ ବିଦ୍ୟାଳୟର କୁଳପତି ।

ଆସନ୍ତାକାଲି(ଗୁରୁବାର) ବିଶ୍ବ-ଭାରତୀ ବିଶ୍ବ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ ପାଳନ ହେବ । ଭିଡିଓ କନଫରେନ୍ସିଂ ଜରିଆରେ ଏହି ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମାରୋହରେ ପଶ୍ଚିମବଙ୍ଗ ରାଜ୍ୟପାଳ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଯୋଗ ଦେବାର କର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.