ETV Bharat / bharat

Nepal PM Visit India: ଶେର ବାହାଦୂରଙ୍କୁ ରାଧାକୃଷ୍ଣ ପଟ୍ଟଚିତ୍ର ଉପହାର ଦେଲେ ମୋଦି

author img

By

Published : Apr 3, 2022, 9:32 AM IST

ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଏକ ସ୍ବତନ୍ତ୍ର ଉପହାର ଦେଇଛନ୍ତି। ମୋଦି ଉପହାରରେ ଏକ ସୁନ୍ଦର ପଟ୍ଟଚିତ୍ର ଦେଇଛନ୍ତି। ଅଧିକ ପଢ଼ନ୍ତୁ

pm modi gave gift to nepal prime minister sher bahadur deuba
Nepal PM Visit India: ଶେର ବାହାଦୂରଙ୍କୁ ଉପହାରରେ ରାଧାକୃଷ୍ଣଙ୍କ ପଟ୍ଟଚିତ୍ର ଦେଲେ ମୋଦି

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଏକ ସ୍ବତନ୍ତ୍ର ଉପହାର ଦେଇଛନ୍ତି। ମୋଦି ଉପହାରରେ ଏକ ସୁନ୍ଦର ପଟ୍ଟଚିତ୍ର ଦେଇଛନ୍ତି। ପଟ୍ଟଚିତ୍ରରେ ରାଧାକୃଷ୍ଣଙ୍କ ପ୍ରେମକୁ ପ୍ରତିଫଳିତ କରିବା ସହ ଶ୍ରାବଣ ମାସକୁ ପ୍ରତିଫଳିତ କରାଯାଇଛି।

ହିମାଚଳ ପ୍ରଦେଶର ପାରମ୍ପରିକ “ପହରୀ ବିଦ୍ୟାଳୟ”ର କ୍ଷୁଦ୍ର ପଟ୍ଟଚିତ୍ର ଅଟେ। ଯାହା ପାରମ୍ପରିକ ବାରହମସା ସିରିଜର ଏକ ଅଂଶ । ଚିତ୍ରରେ ଅନନ୍ତ ପ୍ରେମୀ ରାଧାକୃଷ୍ଣଙ୍କ ପ୍ରେମକୁ ଦର୍ଶାଯାଇଛି। କୂଟନୈତିକ କ୍ଷେତ୍ରରେ ଏହି ଉପହାରର ଭିନ୍ନ ଗୁରୁତ୍ବ ରହିଛି। ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହୋଇଛି। ପ୍ରତିରକ୍ଷା ଓ ସୁରକ୍ଷା ସହଯୋଗ ଉପରେ ଆଲୋଚନାରେ ଗୁରୁତ୍ବ ଦିଆଯାଇଥିଲା। ରେଳପଥ, ଶକ୍ତି ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ 4ଟି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.