ETV Bharat / bharat

7 ପଦନ୍ନୋତି, 33 ନୂଆ ଚେହେରା; ମୋଦିଙ୍କ ଡ୍ରିମ୍ ଟିମରେ 43 ନେତା

author img

By

Published : Jul 7, 2021, 6:04 PM IST

Updated : Jul 7, 2021, 7:43 PM IST

ମୋଦିଙ୍କ ନୂଆ ଟିମର ଶପଥ ଗ୍ରହଉ ଉତ୍ସବ ଆରମ୍ଭ ହୋଇଛି । ସାମ୍ନାକୁ ଆସିଛି କ୍ୟାବିନେଟରେ ସାମିଲ ହେବାକୁଥିବା 43 ନେତାଙ୍କ ଫାଇଲାନ ଲିଷ୍ଟ । ଅଧିକ ପଢନ୍ତୁ...

10 ପଦନ୍ନୋତି, 33 ନୂଆ ଚେହେରା; ମୋଦିଙ୍କ ନୂଆ ଟିମରେ 43 ନେତା

ନୂଆଦିଲ୍ଲୀ: ମୋଦି ମନ୍ତ୍ରୀମଣ୍ଡଳ ବିସ୍ତାର ପାଇଁ ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ । ମୋଦିଙ୍କ ନୂଆ ଟିମର ଶପଥ ଉତ୍ସବ ଆରମ୍ଭ ହୋଇସାରିଛି । ସାମ୍ନାକୁ ଆସିସାରିଛି କ୍ୟାବିନେଟରେ ସାମିଲ ହେବାକୁଥିବା 43 ନେତାଙ୍କ ଫାଇଲାନ ଲିଷ୍ଟ ।

ତାଲିକାରେ ଅନେକ ବଡ ନେତାଙ୍କୁ ଦିଆଯାଇଛି ସ୍ଥାନ । ସର୍ବାନନ୍ଦ ସୋନୱାଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ । ଡାକ୍ତର ବିରେନ୍ଦ୍ର କୁମାର, ଅଶ୍ବିନୀ ବୈଷ୍ଣବ, ପଶୁପତି ପାରସଙ୍କ ସମେତ ଅନେକ ନେତାଙ୍କ ନାଁ ସାମିଲ ରହିଛି ।

ଏହାସହିତ ଭୂପେନ୍ଦ୍ର ଯାଦବ, ପୁରୁଷୋତ୍ତମ ରୂପାଲ, ଜି କିଶନ ରେଡ୍ଡୀ, ଅନୁରାଗ ଠାକୁର, ପଙ୍କଜ ଚୌଧୁରୀ, ଅନୁପ୍ରିୟା ପଟେଲ, ସତ୍ୟପାଲ ସିଂହ, ରାଜୀବ ଚନ୍ଦ୍ରଶେଖର, ଶୋଭା କରନ୍ଦଲାଜେଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବାକୁ ନେଇ ନିଆଯାଇଛି ନିଷ୍ପତ୍ତି ।

କ୍ୟାବିନେଟ ବିସ୍ତାରକୁ ଦୃଷ୍ଟିରେ ରଖି 7 ଜଣ ମନ୍ତ୍ରୀଙ୍କ ପଦୋନ୍ନତି କରାଯାଇଛି ।

ପିଏମ ମୋଦିଙ୍କ ନୂଆ ଟିମରେ ଭାନୁପ୍ରତାପ ସିଂହ ବର୍ମା, ଦର୍ଶନା ବିକ୍ରମ ଜରଦୋଶ, ମୀନାକ୍ଷୀ ଲେଖି, ଅନ୍ନପୂର୍ଣ୍ଣା ଦେବୀ, ଏ ନାରାୟଣସ୍ବାମୀ, ଅଜୟ ଭଟ୍ଟ, ବିଏଲ ବର୍ମା, ଅଜୟ କୁମାର, କପିଲ ମାରେଶ୍ବର ପାଟିଲ । ପ୍ରତିମା ଭୌମିକ, ଭାଗବତ କିଶନରାୱ କରାଡ, ରାଜକୁମାର ରାଜନ ସିଂହ, ବିଶେଶ୍ବର ଟୁଡୁ । ଶାନ୍ତନ୍ତୁ ସରକାର, ନୀତିଶ ପରମାଣିକ ସାମିଲ ହେବେ ।

କିଏ ହୋଇଛନ୍ତି ଆଉଟ ?

  • ପ୍ରକାଶ ଜାଭଡେକର
  • ରବିଶଙ୍କର ପ୍ରସାଦ
  • ଡାକ୍ତର ହର୍ଷବର୍ଦ୍ଧନ
  • ରମେଶ ପୋଖରିଆଲ ନିଶଙ୍କ
  • ପ୍ରତାପ ଷଡଙ୍ଗୀ
  • ବାବୁଲ ସୁପ୍ରିଓ
  • ରାୱ ସାହେବ ଦାନୱେ ପାଟିଲ
  • ଦେବୋଶ୍ରୀ ଚୌଧୁରୀ
  • ସଦାନନ୍ଦ ଗୌଡ
  • ସନ୍ତୋଷ ଗଙ୍ଗୱାର
  • ସନ୍ତୋଷ ଗଙ୍ଗୱାର
  • ରତନ ଲାଲ କଟାରିଆ

Last Updated : Jul 7, 2021, 7:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.