ETV Bharat / bharat

ମହୀଶୂରରେ ସ୍ଥାପନ ହେବ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତୀ - Statue of Shankaracharya

କର୍ଣ୍ଣାଟକର ମହୀଶୂରରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରିବାରୁ ସହମତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ମହୀଷୁରରେ ସ୍ଥାପନ ହେବ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତୀ

author img

By

Published : Jun 13, 2021, 11:44 AM IST

ବେଙ୍ଗାଲୁରୁ: ସଂସ୍କୃତିର ସହର ମହୀଶୂର । କର୍ଣ୍ଣାଟକର ମହୀଶୂରରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କରିବାରୁ ସହମତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଉତ୍ତରାଖଣ୍ଡର କେଦାରନାଥ ପଡ଼ିଆରେ ଦାର୍ଶନିକ ଶଙ୍କରାଚାର୍ଯ୍ୟଙ୍କ ନାମରେ ଏକ ଅଧ୍ୟୟନ କେନ୍ଦ୍ର ଏବଂ ସଂଗ୍ରହାଳୟ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶଙ୍କରାଚାର୍ଯ୍ୟଙ୍କ ଏହି ପ୍ରତିମୂର୍ତ୍ତୀ ନିର୍ମାଣ ପାଇଁ ଦେଶର କୋଣ ଅନୁକୋଣରୁ ଅନେକ ଶିଳ୍ପୀଙ୍କୁ ନିମନ୍ତ୍ରଣ କରାଯାଇଛି ।

ଏହି ମୂର୍ତ୍ତୀ ନିର୍ମାଣରେ କର୍ଣ୍ଣାଟକର ଚାରି ଶିଳ୍ପୀ ସାମିଲ ଅଛନ୍ତି । ମହୀଶୂର ଶିଳ୍ପୀ ଅରୁଣ ଯୋଗୀରାଜଙ୍କୁ ଏହି ମୂର୍ତ୍ତୀ ନିର୍ମାଣ କରିବାରୁ ସୁଯୋଗ ଦିଆଯାଇଛି । ସେପ୍ଟେମ୍ବର 2020ରେ ଅରୁଣ ଯୋଗୀରାଜ ଶଙ୍କରାଚାର୍ଯ୍ୟଙ୍କର ଏକ ଦୁଇ ଫୁଟ ଉଚ୍ଚ ମଡେଲ ପ୍ରଧାନମନ୍ତ୍ରୀଙ୍କୁ ପଠାଇଥିଲେ । ଏହାକୁ ଦେଖିଲା ପରେ ମୋଦି ଶଙ୍କରାଚାର୍ଯ୍ୟଙ୍କର ଏକ ପ୍ରତିମୂର୍ତ୍ତୀ ତିଆରି କରିବାକୁ ଅରୁଣ ଯୋଗୀରାଜଙ୍କ ନିର୍ଦ୍ଦେଶ ଦେଇଥିଲେ ।

ନିର୍ଦ୍ଦେଶ ଅନୁସାରେ ଅରୁଣ ଯୋଗୀରାଜ ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି । ଆଉ କିଛି ଦିନ ଭିତରେ ସମସ୍ତ କାମ ଶେଷ ହେବ । ଏହି ମୂର୍ତ୍ତୀ ନିର୍ମାଣ ପାଇଁ କ୍ରିଷ୍ଣକଳା ପଥର ବ୍ୟବହାର କରାଯାଇଛି । ଯାହା ଖରା, ବର୍ଷା ଓ ସୂର୍ଯ୍ୟକିରଣକୁ ମୂର୍ତ୍ତୀକୁ ରକ୍ଷା କରିବ । ଜୁନ 18 ତାରିଖ ସୁଦ୍ଧା ଏହି କେଦାରନାଥକୁ ସ୍ଥାନାନ୍ତରଣ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.