ETV Bharat / bharat

କ୍ଷେତରେ ଖସି ପଡିଲା ବିମାନ, 3 ପାଇଲଟ ଆହତ

author img

By

Published : Mar 27, 2021, 6:39 PM IST

Updated : Mar 27, 2021, 7:17 PM IST

ଭୋପାଲସ୍ଥିତ ଗାନ୍ଧୀନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ। 3 ପାଇଲଟ ଆହତ । ଅଧିକ ପଢନ୍ତୁ...

କ୍ଷେତରେ ଖସି ପଡିଲା ବିମାନ, 3 ପାଇଲଟ ଆହତ
କ୍ଷେତରେ ଖସି ପଡିଲା ବିମାନ, 3 ପାଇଲଟ ଆହତ

ଭୋପାଲ: ଭୋପାଲସ୍ଥିତ ଗାନ୍ଧୀନଗର ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିଯୋଗୁଁ 3 ପାଇଲଟ ଆହତ ହୋଇଛନ୍ତି । ବିମାନଟି ପ୍ରଶିକକ୍ଷଣ ବିମାନ ହୋଇଥିବା ବେଳେ ପ୍ରଶିକ୍ଷଣ ପାଇଁ ଉଡାଣ ଭରିଥିଲା । ବିମାନରେ କୌଣସି ଯାତ୍ରୀ ନଥିବା ସୂଚନା ରହିଛି । ତେବେ ଆହତ ପାଇଲଟଙ୍କୁ ତୁରନ୍ତ ଭୋପାଲ ହସ୍ପିଟାଲରେ ଭର୍ତ୍ତି କାରଯାଇଛି । ଏନେଇ ଏସଏଚଓ ଅରୁଣ ଶର୍ମା ସୂଚନା ଦେଇଛନ୍ତି ।

କ୍ଷେତରେ ଖସି ପଡିଲା ବିମାନ, 3 ପାଇଲଟ ଆହତ

ତେବେ ବିମାନଟି କିପରି ଓ କାହିଁକି ଦୁର୍ଘଟଣାର ଶିକାର ହେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ । ଯାନ୍ତ୍ରିକ ତୃଟି ଯୋଗୁଁ ଏହା କ୍ଷେତରେ ଖସିପଡିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସି ପାରିବ ବୋଲି କୁହାଯାଇଛି ।

@ANI

Last Updated : Mar 27, 2021, 7:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.