ETV Bharat / bharat

ଭାରତକୁ 5 ଶହ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ଔଷଧ ସାମଗ୍ରୀ ପଠାଇବ ଫାଇଜର

ଭାରତକୁ 70 ମିଲିୟନ ଆମେରିକୀୟ ଡଲାର ମୂଲ୍ୟର ଔଷଧ ସାମଗ୍ରୀ ପଠାଇବ ଗ୍ଲୋବଲ ଫର୍ମା କମ୍ପାନୀ ‘ଫାଇଜର’ । ଅଧିକ ପଢନ୍ତୁ...

pfizer will sent $ 70 million worth opfizer will sent $ 70 million worth of drugs to indiaf drugs to india
pfizer will sent $ 70 million worth of drugs to india
author img

By

Published : May 3, 2021, 10:15 PM IST

ନୂଆଦିଲ୍ଲୀ: ଭାରତକୁ 70 ମିଲିୟନ ଆମେରିକୀୟ ଡଲାର ମୂଲ୍ୟର ଔଷଧ ସାମଗ୍ରୀ ପଠାଇବ ଗ୍ଲୋବାଲ ଫାର୍ମା କମ୍ପାନୀ ‘ଫାଇଜର’ । ଭାରତୀୟ ଟଙ୍କାରେ ଯାହାର ମୂଲ୍ୟ 5 ଶହ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଆମେରିକା, ୟୁରୋପ ସମେତ ଏସିଆର ବିଭିନ୍ନ କେନ୍ଦ୍ରରୁ ଏହି ସବୁ ସାମଗ୍ରୀ ଭାରତକୁ ଆସିବା ନେଇ କମ୍ପାନୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି । ଏନେଇ କମ୍ପାନୀର ସିଇଓ ତଥା ଅଧ୍ୟକ୍ଷ ଆଲବର୍ଟ ବୋର୍ଲା ଆଜି( ସୋମବାର) ସୂଚନା ଦେଇଛନ୍ତି ।

ଆଲବର୍ଟ ଆହୁରି ମଧ୍ୟ କହିଛନ୍ତି ବର୍ତ୍ତମାନ ସ୍ଥିତିରେ ଭାରତରେ ଦେଖାଦେଇଥିବା କୋଭିଡ ଅଣାୟତ ସ୍ଥିତି ବିଷୟରେ ଆମେ ଗଭୀର ଭାବେ ଅବଗତ ଅଛୁ । ଆମେ ବର୍ତ୍ତମାନ ପରିସ୍ଥିତି ଉପରେ ନଜର ରଖିଛୁ ଓ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ମଧ୍ୟ ପ୍ରସ୍ତୁତ ଥିବା ମଧ୍ୟ ସେ ସୂଚନା ଦେଇଛନ୍ତି କମ୍ପାନୀର ଅଧ୍ୟକ୍ଷ ଆଲବର୍ଟ ବୋର୍ଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.