ETV Bharat / bharat

2 ଦିନର ବ୍ୟବଧାନ ପରେ ପୁଣି ବଢିଲା ତୈଳ ଦର - 2 ଦିନର ବ୍ୟବଧାନ ପରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

2 ଦିନର ବ୍ୟବଧାନ ପରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପୁଣି ବୃଦ୍ଧି ପାଇ ଆଜି(ସୋମବାର) ଯଥାକ୍ରମେ ଲିଟର ପିଛା 91.53 ଟଙ୍କା ଏବଂ 82.06 ଟଙ୍କା ରହିଛି । ଅଧିକ ପଢନ୍ତୁ...

2 ଦିନର ବ୍ୟବଧାନ ପରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

author img

By

Published : May 10, 2021, 12:18 PM IST

ନୂଆଦିଲ୍ଲୀ: 2 ଦିନର ବ୍ୟବଧାନ ପରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ନିର୍ବାଚନ ସରିବା ପରେ ପେଟ୍ରୋଲ-ଡିଜେଲ ଦର ବଢିବା ନେଇ ଯେଉଁ ଆଶଙ୍କା କରାଯାଉଥିଲା ତାହା ସତ ହେଉଛି । ଏମିତି ଲାଗୁଛି, ଯେମିତି ନିର୍ବାଚନ ସରିବାକୁ ଅପେକ୍ଷା କରିଥିଲେ ଏହି ତୈଳ କମ୍ପାନୀ ।

ତେବେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପୁଣି ବୃଦ୍ଧି ପାଇ ଆଜି(ସୋମବାର) ଯଥାକ୍ରମେ ଲିଟର ପିଛା 91.53 ଟଙ୍କା ଏବଂ 82.06 ଟଙ୍କା ରହିଛି। ରବିବାର ତୁଳନାରେ ପେଟ୍ରୋଲ ଲିଟର ପିଛା 26 ପଇସା ବଢିଥିବା ବେଳେ ଡିଜେଲ ଲିଟର ପିଛା 33 ପଇସା ବୃଦ୍ଧି ପାଇଛି ।

ସେପଟେ, ମୁମ୍ବାଇରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ଯଥାକ୍ରମେ 97.86 ଟଙ୍କା ଏବଂ 89.17 ଟଙ୍କା ରହିଛି । ଚେନ୍ନାଇରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯଥାକ୍ରମେ 93.38 ଟଙ୍କା ଏବଂ 86.96 ଟଙ୍କା ଏବଂ କୋଲକାତାରେ ଲିଟର ପିଛା 91.66 ଏବଂ 84.90 ଟଙ୍କା ରହିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.