ETV Bharat / bharat

ଲାଲୁ ଯାଦବଙ୍କ ସୁସ୍ଥତା କାମନା କରି ଚାଲିଛି ପୂଜା ଓ ହୋମ

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସୁସ୍ଥତା କାମନା କରି ଦାନପୁରର ମେନପୁରାର କାଳୀ ମନ୍ଦିରରେ ପୂଜା ହୋଇଛି। ଏହା ସହ ଶୀଘ୍ର ସୁସ୍ଥ ହେବା ପାଇଁ ଏକ ହୋମ ମଧ୍ୟ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jan 24, 2021, 10:50 PM IST

Lalu Yadav wishing him well
ଲାଲୁ ଯାଦବଙ୍କ ସୁସ୍ଥତା କାମନା କରି ଲୋକେ କଲେ ପୂଜା ଓ ହୋମ

ପାଟନା: ଲାଲୁ ଯାଦବଙ୍କ ସୁସ୍ଥତା କାମନା କରି ଲୋକେ କଲେ ପୂଜା ଓ ହୋମ । ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସୁସ୍ଥତା କାମନା କରି ଦାନପୁରର ମେନପୁରାର କାଳୀ ମନ୍ଦିରରେ ପୂଜା ହୋଇଛି। ଏହା ସହ ଶୀଘ୍ର ସୁସ୍ଥ ହେବା ପାଇଁ ଏକ ହୋମ ମଧ୍ୟ ହୋଇଛି ।

ବିହାରର ଦାନପୁରର ଆରଜେଡି କର୍ମୀମାନେ ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟ ସୁସ୍ଥତା କାମନା କରି ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି। ବୈଦିକ ମନ୍ତ୍ର ଜପ କରି ଦାନପୁରର କର୍ମୀମାନେ ଘଣ୍ଟି ବଜାଇ ପ୍ରଭୁଙ୍କୁ ଜାଗ୍ରତ କରିବାକୁ ଚେଷ୍ଟା କରିଥିଲେ। ଆରଜେଡି ସୁପ୍ରିମୋ ଲାଲୁ ଯାଦବ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସମସ୍ତ ବାଧାବିଘ୍ନ ଦୂର ହୋଇ ଘରକୁ ଫେରି ଆସନ୍ତୁ ବୋଲି ପୂଜା କରିଛନ୍ତି । ସେହିପରି ଲାଲୁ ପ୍ରସାଦ ଯାଦବଙ୍କ ଓକିଲ ଶିବପୁରା ଯାଦବ ମଧ୍ୟ ଦାନପୁରର ମେନପୁରା କାଳୀ ମନ୍ଦିରରେ ପ୍ରାର୍ଥନା କରିଥିଲେ। ସ୍ବାସ୍ଥ୍ୟରେ ଉନ୍ନତି ଆଣିବାକୁ କାମନା କରିଛନ୍ତି । ଲାଲୁ ଯାଦବଙ୍କ ପ୍ରଶଂସକଙ୍କ କୌଣସି ଅଭାବ ନାହିଁ । ଆରଜେଡି କର୍ମୀଙ୍କ ସହ ଆଇନଜୀବୀ ତଥା ସାଧାରଣ ଲୋକ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଥାଉକି ଗତକାଲି ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ରାଞ୍ଚିର RIMSରୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ AIIMS ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଚିକିତ୍ସା ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.