ETV Bharat / bharat

ପୁଣି ଭାରତ ସୀମାରେ ପଶିଲା ପାକିସ୍ତାନ ଡ୍ରୋନ; ସର୍ଚ୍ଚ ଅପରେସନ ଜାରି

author img

By

Published : Jun 18, 2021, 10:22 AM IST

ପୁଣି ଭାରତ ସୀମାରେ ପଶିଲା ପାକିସ୍ତାନ ଡ୍ରୋନ । ପଞ୍ଜାବର ଡେରା ବାବା ନାନକ ଅଞ୍ଚଳକୁ ପୁଣି ପାକିସ୍ତାନ ଡ୍ରୋନ ଆସିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ପୁଣି ଭାରତ ସୀମୀରେ ପଶିଲା ପାକିସ୍ତାନ ଡ୍ରୋନ
ପୁଣି ଭାରତ ସୀମୀରେ ପଶିଲା ପାକିସ୍ତାନ ଡ୍ରୋନ

ଅମୃତସର: ପୁଣି ଭାରତ ସୀମାରେ ପଶିଲା ପାକିସ୍ତାନ ଡ୍ରୋନ । ପଞ୍ଜାବର ଡେରା ବାବା ନାନକ ଅଞ୍ଚଳକୁ ପୁଣି ପାକିସ୍ତାନ ଡ୍ରୋନ ଆସିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ବିଏସଏଫ ଯବାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି ।

ଭାରତ ସୀମାକୁ ଡ୍ରୋନ ଆସିବା ମାତ୍ରେ ବିଏସଏଫ ଯବାନ ଗୁଳିଚାଳନା କରିଥିଲେ । ସମୟ ପାଖାପାଖି 4ଟା ବାଜି 30 ମିନିଟରେ ଏହି ଘଟଣା ଦେଖିବାକୁ ମିଳିଥିଲା । ପାକିସ୍ତାନ ଡ୍ରୋନର ଶବ୍ଦ ଶୁଣି 10 ବାଟାଲିୟନ ବିଏସଏଫ ଯବାନ ଡ୍ରୋନ ଉପରକୁ ସାତ ରାଉଣ୍ଡ ଗୁଳି ଚଳାଇଥିଲେ । ଏହା ପରେ ଡ୍ରୋନଟି ଫେରିଯାଇଥିଲେ । ବିଏସଏଫ ଯବାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.