ETV Bharat / bharat

ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ କୋରୋନା, ଆରୋଗ୍ୟ କାମନା କଲେ ମୋଦି - ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କୋରୋନା

ପାକିସ୍ତାନ ପ୍ରଧାନମନ୍ତ୍ରୀ କୋରୋନାରେ ଆକ୍ରାନ୍ତ । ଅଧିକ ପଢନ୍ତୁ....

ଟିକା ନେବାର ଦୁଇ ଦିନ ପରେ କୋରୋନା ସଂକ୍ରମିତ ହେଲେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

author img

By

Published : Mar 20, 2021, 4:40 PM IST

Updated : Mar 20, 2021, 9:08 PM IST

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ କୋରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତାଙ୍କର କୋଭିଡ ଟେଷ୍ଟ ପରେ ସେ ପଜିଟିଭି ଥିବା ଜଣାପଡିଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି ଓ ସେ ସଂଗରୋଧରେ ଥିବା ସ୍ବାସ୍ଥ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗତ ଦୁଇ ଦିନ ତଳେ ଇମ୍ରାନ କୋରୋନା ଟିକା ନେଇଥିଲେ ।

ଟିକା ଗ୍ରହଣର ମାତ୍ର ଦୁଇ ଦିନ ପରେ କୋରୋନା ଆକ୍ରାନ୍ତ ହେବା ସମସ୍ତଙ୍କୁ ଚକିତ କରିଥିବାବେଳେ ଟିକାର ବିଶ୍ବସନୀୟତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଇମ୍ରାନ ଚୀନ ନିର୍ମିତ ଟିକା ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି । ଏହି ଘଟଣା ପରେ ପାକ ପ୍ରଧାନମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇମ୍ରାନ ଖୁବଶୀଘ୍ର କୋଭିଡରୁ ସୁସ୍ଥ ହୁଅନ୍ତୁ ବୋଲି ଟ୍ବିଟ କରିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ କୋରୋନା, ଆରୋଗ୍ୟ କାମନା କଲେ ମୋଦି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 20, 2021, 9:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.