ETV Bharat / bharat

Vaccination; ଦେଶରେ 53.24 କୋଟି ଟପିଲା ଟୀକାକରଣ

author img

By

Published : Aug 11, 2021, 12:44 PM IST

ଦେଶରେ ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ । 53.24 କୋଟିରୁ ଅଧିକ ଟିକା ବିଭିନ୍ନ ରାଜ୍ଯ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ....

Over 53.24 crore COVID-19 vaccine doses provided to states, UTs: Centre
Vaccination; ଦେଶରେ 53.24 କୋଟି ଟପିଲା ଟୀକାକରଣ

ନୂଆଦିଲ୍ଲୀ : ଦେଶରେ ସଂକ୍ରମଣ ବିରୋଧରେ ଜାରି ରହିଛି ଟୀକାକରଣ । ସଂକ୍ରମଣକୁ ମାତ ଦେବା ପାଇଁ ଟୀକାକରଣ ଡ୍ରାଇଭକୁ ଜୋରଦାର କାରାଯାଉଛି । 53.24 କୋଟିରୁ ଅଧିକ ଟିକା ବିଭିନ୍ନ ରାଜ୍ଯ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରଦାନ କରାଯାଇଛି । ଏନେଇ ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।

72 ଲକ୍ଷ 40 ହଜାର 250 କୋରୋନା ଟିକା କେନ୍ଦ୍ର ସରକାରଙ୍କ ପାଖରେ ଗଚ୍ଛିତ ରହିଛି । ଏହାସହ 51 କୋଟି 56 ଲକ୍ଷ 11 ହଜାର 35 ଟିକା ନଷ୍ଟ ହେବା ସହ ସଂରକ୍ଷିତ ରହିଛି । ୨.୨୫ କୋଟିରୁ ଅଧିକ ଟିକା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହ ଘରୋଇ ମେଡିକାଲ ଗୁଡିକ ପାଖରେ ମହଜୁଦ ରହିଛି । ଦେଶରେ ନୂତନ ପର୍ଯ୍ୟାୟ କୋରୋନା ଟୀକାକରଣ ୨୧ ଜୁନରୁ ଆରମ୍ଭ ହୋଇଥିଲା । ଯାହା ଏବେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.