ETV Bharat / bharat

ଦେଶରେ ମହଜୁଦ ଅଛି ୨.୮୯ କୋଟିରୁ ଉର୍ଦ୍ଧ୍ବ କୋରୋନା ଟିକା

ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ୨କୋଟି ୮୯ ଲକ୍ଷ ୪୭ ହଜାର ୮୯୦ରୁ ଉର୍ଦ୍ଧ୍ବ କୋରୋନା ଟିକା ମହଜୁଦ ଅଛି । ଅଧିକ ପଢନ୍ତୁ...

ଦେଶରେ ମହଜୁଦ ଅଛି ୨.୮୯ କୋରୋନା ଟିକା
ଦେଶରେ ମହଜୁଦ ଅଛି ୨.୮୯ କୋରୋନା ଟିକା
author img

By

Published : Aug 16, 2021, 12:35 PM IST

Updated : Aug 16, 2021, 12:53 PM IST

ନୂଆଦିଲ୍ଲୀ: ଟିକା ଉପଲବ୍ଧକୁ ନେଇ ଅନେକ ବାଦବିବାଦ ଦେଖାଯାଉଥିବାବେଳେ ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ସୂଚନା । ଏପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ୨ କୋଟି ୮୯ ଲକ୍ଷ ୪୭ ହଜାର ୮୯୦ରୁ କୋରୋନା ଟିକା ମହଜୁଦ ରହିଛି ।

କେନ୍ଦ୍ର ଏପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ୫୬ କୋଟି ୮୧ ଲକ୍ଷ ୧୪ ହଜାର ୬୩୦ କୋଭିଡ ଡୋଜ ଦେଇଥିବା ମଧ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି । ଏଥି ମଧ୍ୟରୁ ମୋଟ ୫୪କୋଟି ୨୨ଲକ୍ଷ ୭୫ ହଜାର ୭୨୩ ଡୋଜ ଟିକା ବ୍ୟବହାର ହୋଇଛି ।

ଦେଶରେ ଏବେ ଜାରି ରହିଛି ଟୀକାକରଣ । ଦେଶରେ ଗତ ଜୁନ୍ ୨୧ରୁ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ । ଏନେଇ କେନ୍ଦ୍ର ରାଜ୍ୟ ଗୁଡିକୁ ମାଗଣାରେ ଯୋଗାଉଛି ଟିକା।

@ANI

Last Updated : Aug 16, 2021, 12:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.