ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ଖବର

ନଜର ପକାନ୍ତୁ blankTOP NEWS@5PM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 6, 2021, 5:03 PM IST

1. ରାଜ୍ୟରେ କୋଭିଡ ପରିଚାଳନା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

କୋଭିଡ ପରିଚାଳନା ନେଇ କେନ୍ଦ୍ରୀୟ ରାଷ୍ଟ୍ରାୟତଃ ଉଦ୍ୟୋଗଗୁଡିକ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା ।

2. କୋଭିଡ କଟକଣାରେ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା

ଚଳିତ ବର୍ଷ ଶ୍ରୀମନ୍ଦିର ବାହାରେ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ।

3. ସଂକ୍ରମଣ ବୃଦ୍ଧିରେ N440K ଭ୍ୟାରିଏଣ୍ଟ ଭୂମିକାକୁ ଖଣ୍ଡନ କଲେ ଆନ୍ଧ୍ର ସରକାର

N440K ଭୂତାଣୁର ଏକ ଭ୍ୟାରିଏଣ୍ଟ ବୋଲି ସେଲୁଲାର୍ ଏବଂ ମଲିକୁଲାର ବାୟୋଲୋଜି (CCMB) ପକ୍ଷରୁ ସଂଗୃହିତ ଅନୁସନ୍ଧାନ ତଥ୍ୟରେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନଥିବା କହିଛି ଆନ୍ଧ୍ରପ୍ରଦେଶ ସ୍ୱାସ୍ଥ୍ୟ ବିଭାଗ ।

4. ପିଏସୟୁ ଗୁଡ଼ିକ ଟିକା କିଣି ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଟୀକାକରଣ କରନ୍ତୁ: ଧର୍ମେନ୍ଦ୍ର

ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶାରେ ପରିଚାଳିତ କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ (ପିଏସୟୁ) ମୁଖ୍ୟ, ରାଜ୍ୟ ସରକାରଙ୍କ ଅଧିକାରୀ, ସ୍ବାସ୍ଥ୍ୟ ସଂଗଠନ, ବ୍ୟାଙ୍କ ଏବଂ ରେଳ କ୍ଷେତ୍ରର ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର ।

5. ଘାତକ ସାଜୁଛି କୋରୋନା, ରେଡ଼ ଜୋନରେ 24 ଜିଲ୍ଲା

ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ଘଟିବାର ଲାଗିଛି । ଏପଟେ ରାଜ୍ୟରେ 24 ଜିଲ୍ଲା ଏବେ ରେଡ଼ ଜୋନରେ ରହିଛି ।

6.ମେ 8ରେ ଲକଡାଉନ ବିରୋଧରେ ବିକ୍ଷୋଭ କରିବ କୃଷକ ସଂଗଠନ, ଖୋଲିବେ ଦୋକାନବଜାର

ସାରାଦେଶରେ କୋରୋନାର ଦ୍ବିତୀୟ ଲହରୀ ତାଣ୍ଡବ ରଚୁଥିବାବେଳେ ଏହାକୁ ଦୃଷ୍ଟିରେ ରଖି କିଛି ସରକାର ସେମାନଙ୍କ ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । କିନ୍ତୁ ଏହି ଲକଡାଉନ ଘୋଷଣାକୁ ବିରୋଧ କରିଛନ୍ତି କୃଷକ ସଂଗଠନ । ଏନେଇ ସେମାନେ ମେ 8ରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଆହ୍ବାନ ଦେଇଛନ୍ତି ।

7. KYC ଅପଡେଟ କରିନାହାନ୍ତି କି , ଜାଣନ୍ତୁ ଜରୁରୀ ସୂଚନା...

ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ବସ୍ତି । ବଢିଲା KYC ଅପଡେଟ ସମୟସୀମା । KYC ଅପଡେଟ ହୋଇନଥିଲେ ବି ବ୍ୟାଙ୍କମାନେ କୌଣସି କଟକଣା ଲାଗୁ କରିପାରିବେ ନାହିଁ ।

8. ବଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ ଘଟଣାକୁ ବିଜେପିର କଡା ନିନ୍ଦା

ହତ୍ୟା, ଭଙ୍ଗାରୁଜା ସହ ହିଂସାର ନିଆଁରେ ଜଳୁଛି ପଶ୍ଚିମବଙ୍ଗ । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରେ ହୋଇଛି ଆକ୍ରମଣ । କେନ୍ଦ୍ରମନ୍ତ୍ରୀ ଭି. ମୁରଲୀଧରନଙ୍କ ଗାଡି ଉପରେ ଆତର୍କିତ ଆକ୍ରମଣ ଘଟଣାକୁ କଡା ନିନ୍ଦା କରିଛି ବଜେପି ।

9. ଟୀକାକରଣ କେନ୍ଦ୍ର ବୁଲିଲେ ପର୍ଯ୍ୟବେକ୍ଷକ

ଭୁବନେଶ୍ବରରେ ମଧ୍ୟ ୧୮ ବର୍ଷରୁ ୪୪ ବର୍ଷ ବୟସ ବ୍ୟକ୍ତିଙ୍କ ଟୀକାକରଣ ଜାରି ରହିଛି। ଏହାରି ମଧ୍ୟରେ ବିଭିନ୍ନ କେନ୍ଦ୍ରରେ କେମିତି ରହିଛି ବ୍ୟବସ୍ଥା, ସେ ନେଇ ଗୁରୁବାର ବିଭିନ୍ନ ଟୀକାକରଣ କେନ୍ଦ୍ର ବୁଲିଛନ୍ତି ବରିଷ୍ଠ ପ୍ରଶାସିକା ତଥା ଭୁବନେଶ୍ବର କୋଭିଡ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ।

10. ପ୍ରଥମ ଡୋଜ ଭ୍ୟାକ୍ସିନ ନେଲେ ଶିଖର ଧୱନ

ପ୍ରଥମ ଡୋଜ କୋରୋନା ଟିକା ନେଲେ ଭାରତୀୟ ଓପନର ଶିଖର ଧୱନ । କୋରୋନୋ ଭ୍ୟାକ୍ସିନ ନେବାପରେ ସେ ଟ୍ବିଟ କରି ସୂଚନା ଦେବା ସହ ସମ୍ମୁଖ କୋରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.