ETV Bharat / bharat

ଜୁନ୍‌ରେ ସର୍ବାଧିକ ତ୍ରୈମାସିକ ଲାଭରେ ONGC, ସେୟାର ମୂଲ୍ୟ ୧୫୨୦୬ କୋଟିକୁ ବୃଦ୍ଧି

ଚଳିତ ଆର୍ଥିକ ବର୍ଷରେ ସର୍ବାଧିକ ତ୍ରୈମାସିକ ଲାଭ କରିଛି ONGC । ଏହାକୁ ନେଇ ଶୁକ୍ରବାର ଏକ ରିପୋର୍ଟ ପ୍ରକାଶ କରିଛି ONGC । ଅଧିକ ପଢ଼ନ୍ତୁ

author img

By

Published : Aug 13, 2022, 7:48 AM IST

ଜୁନ୍‌ରେ ସର୍ବାଧିକ ତ୍ରୈମାସିକ ଲାଭରେ ONGC, ସେୟାର ମୂଲ୍ୟ ୧୫୨୦୬ କୋଟିକୁ ବୃଦ୍ଧି
ଜୁନ୍‌ରେ ସର୍ବାଧିକ ତ୍ରୈମାସିକ ଲାଭରେ ONGC, ସେୟାର ମୂଲ୍ୟ ୧୫୨୦୬ କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ସର୍ବାଧିକ ତ୍ରୈମାସିକ ଲାଭ କରିଛି ONGC । ଏହାକୁ ନେଇ ଶୁକ୍ରବାର ଏକ ରିପୋର୍ଟ ପ୍ରକାଶ କରିଛି ONGC । ଜୁନ୍‌ ମାସ କ୍ବାଟରରେ କମ୍ପାନୀର ସେୟାର ମୂଲ୍ୟ ୧୫୨୦୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଯାହାଦ୍ବାରା କମ୍ପାନୀ ଭଲ ଦୁଇ ପଇସା ଲାଭ କରିଛି ।

ଗତବର୍ଷ ଏହି ସମୟରେ କମ୍ପାନୀ ସେୟାର ମୂଲ୍ୟ ୪୩୩୪.୭୫ କୋଟିଙ୍କ ରହିଥିଲା । କିନ୍ତୁ ଚଳିତ ବର୍ଷ ଜୁନ୍‌ ସୁଦ୍ଧା ତାହା ବୃଦ୍ଧି ପାଇ ୧୫୨୦୬.୮୫ କୋଟି ଟଙ୍କାରେ ପହଞ୍ଚିଛି । ଏହାଦ୍ବାରା କମ୍ପାନୀ ୪୨୩୨୦.୭୨ କୋଟି ଟଙ୍କା ରାଜସ୍ବ ପାଇଛି । ଚଳିତ ବର୍ଷ ପ୍ରଥମ କ୍ବାର୍ଟରରେ କମ୍ପାନୀ ୨୩୦୨୧.୬୪ କୋଟି ଟଙ୍କା ରାଜସ୍ବ ପାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.