ETV Bharat / bharat

କଠିନ ପରିଶ୍ରମ ଓ ତ୍ୟାଗ ଦ୍ବାରା ହିଁ ଜଣେ ସଫଳତା ପାଇପାରିବ: ଅଜିତ ଡୋଭାଲ - ଜାତୀୟ ସୁରକ୍ଷା ପରାମର୍ଶଦାତା

ଜଣେ କଠିନ ପରିଶ୍ରମ ଓ ତ୍ୟାଗ ଦ୍ବାରା ହିଁ ସଫଳତା ପାଇପାରିବ ବୋଲି କହିଛନ୍ତି ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଅଧିକ ପଢନ୍ତୁ...

one can achieve success through hard work, dedication says NSA Ajit Doval
ଜଣେ କଠିନ ପରିଶ୍ରମ ଓ ତ୍ୟାଗ ଦ୍ବାରା ହିଁ ସଫଳତା ପାଇପାରିବ: ଅଜିତ ଡୋଭାଲ
author img

By

Published : Apr 11, 2021, 1:57 PM IST

ଜୟପୁର: ଜଣେ କଠିନ ପରିଶ୍ରମ ଓ ତ୍ୟାଗ ଦ୍ବାରା ହିଁ ସଫଳତା ପାଇପାରିବ ବୋଲି କହିଛନ୍ତି ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ରାଜସ୍ଥାନ ଆଜମେରରେ ଥିବା ରାଷ୍ଟ୍ରୀୟ ସୈନିକ ସ୍କୁଲର ଏନଏସଏ ଅଜିତ ଡୋଭାଲ ଓ ସିଡିଏସ ବିପିନ ରାୱତ ପରିଦର୍ଶନ କରିଛନ୍ତି ।

one can achieve success through hard work, dedication says NSA Ajit Doval
ଜଣେ କଠିନ ପରିଶ୍ରମ ଓ ତ୍ୟାଗ ଦ୍ବାରା ହିଁ ସଫଳତା ପାଇପାରିବ: ଅଜିତ ଡୋଭାଲ

ରାଜସ୍ଥାନ ଆଜମେରର ରାଷ୍ଟ୍ରୀୟ ସୈନିକ ସ୍କୁଲର ଏକ କାର୍ଯ୍ୟକ୍ରମରେ ସିଡିଏସ ବିପିନ ରାୱତ ସମେତ ଡିଆରଡିଓ ମୁଖ୍ୟ ଜି ସତୀଶ ରେଡ୍ଡୀ ସହ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗଦେଇଥିଲେ। ଜଣେ ନିଜ ଜୀବନରେ ସଫଳତା ହାସଲ ପାଇଁ କେଉଁ ଭଳି କାର୍ଯ୍ୟକରାଯିବା ଆବଶ୍ୟକତା ରହିଛି ସେ ବିଷୟରେ ସୈନିକ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି । କୌଣସି କାର୍ଯ୍ୟରେ ସଫଳତା ହାସଲ ପାଇଁ ପ୍ରଥମେ ପରିଶ୍ରମ କରିବାର ସହ ତ୍ୟାଗ କରିବାର ମଧ୍ୟ ଆବଶ୍ୟକତା ରହିଛି ବୋଲି ଡୋଭାଲ କହିଛନ୍ତି । ଏହି ଅବସରରେ ନୂତନ ଭାବରେ ନିର୍ମିତ ହୋଇଥିବା ଏକ ବିଲଡିଂର ଉଦଘାଟନ କରିଥିଲେ । ଆଜମେରରେ ଥିବା ରାଷ୍ଟ୍ରୀୟ ସୈନିକ ସ୍କୁଲ ଭାରତ ଏକ ମୁଖ୍ୟ ସୈନିକ କଲେଜ ଭାବରେ ପରିଚିତ ରହିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.