ନୂଆଦିଲ୍ଲୀ: କୋଭିଡ ପଜିଟିଭ ଲୋକସଭା ବାଚସ୍ପତି ଓମ ବିର୍ଲା । ସେ ମାର୍ଚ୍ଚ 19ରେ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ଦିଲ୍ଲୀ ଏମ୍ସରେ ମାର୍ଚ୍ଚ 20ରେ ତାଙ୍କୁ ଭର୍ତ୍ତି କରାଯାଇଛି ।
![କୋଭିଡ ପଜିଟିଭ୍ ଓମ୍ ବିର୍ଲା](https://etvbharatimages.akamaized.net/etvbharat/prod-images/11096173_loa.png)
ତେବେ ତାଙ୍କ ଅବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଆଜି ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ