ETV Bharat / bharat

PM Modi In Balasore: ଘଟଣା କଷ୍ଟଦାୟକ, ଦୋଷୀଙ୍କୁ ଛଡାଯିବ ନାହିଁ: ପ୍ରଧାନମନ୍ତ୍ରୀ ମୋଦି - ବାଲେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମୋଦି ଗଣମାଧ୍ୟମକୁ କହିଛନ୍ତି, ‘‘ଦୁର୍ଘଟଣା କଷ୍ଟଦାୟକ । ଘଟଣାରେ ଯେଉଁମାନଙ୍କ ଦୁଃଖଦ ମୃତ୍ୟୁ ହୋଇଛି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏହି ଘଟଣା ଅତ୍ୟନ୍ତ ଭୟଙ୍କର। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଉଛି। ଦୋଷୀ ଛଡା ଯିବ ନାହିଁ। ଉଦ୍ଧାର କାର୍ଯ୍ୟରେ ସହଯୋଗ ଓ ସମର୍ଥନ ପାଇଁ ଓଡିଶା ସରକାରଙ୍କୁ ଧନ୍ୟବାଦ ଦେଉଛି।" ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 3, 2023, 6:15 PM IST

Updated : Jun 3, 2023, 7:46 PM IST

ଦୋଷୀଙ୍କୁ ଛଡାଯିବ ନାହିଁ

ବାଲେଶ୍ବର: ଦୁର୍ଘଟଣା କଷ୍ଟଦାୟକ । ଘଟଣାରେ ଯେଉଁମାନଙ୍କ ଦୁଃଖଦ ମୃତ୍ୟୁ ହୋଇଛି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଏହି ଘଟଣା ଅତ୍ୟନ୍ତ ଭୟଙ୍କର। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଉଛି। ଦୋଷୀ ଛଡା ଯିବ ନାହିଁ। ଉଦ୍ଧାର କାର୍ଯ୍ୟରେ ସହଯୋଗ ଓ ସମର୍ଥନ ପାଇଁ ଓଡିଶା ସରକାରଙ୍କୁ ଧନ୍ୟବାଦ ଦେଉଛି। ବାଲେଶ୍ବର ଜିଲ୍ଲା ମୁଖ୍ୟାଳୟରେ ଆହତ ଯାତ୍ରୀଙ୍କୁ ଭେଟି ଆଲୋଚନା କରିବା ପରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ମୋଦି ଗଣମାଧ୍ୟମକୁ କହିଛନ୍ତି, ‘‘ଦୁର୍ଘଟଣା କଷ୍ଟଦାୟକ। ଘଟଣାରେ ଯେଉଁମାନଙ୍କ ଦୁଃଖଦ ମୃତ୍ୟୁ ହୋଇଛି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଏହି ଘଟଣା ଅତ୍ୟନ୍ତ ଭୟଙ୍କର । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଉଛି । ଦୋଷୀ ଛଡା ଯିବ ନାହିଁ । ଉଦ୍ଧାର କାର୍ଯ୍ୟରେ ସହଯୋଗ ଓ ସମର୍ଥନ ପାଇଁ ଓଡିଶା ସରକାରଙ୍କୁ ଧନ୍ୟବାଦ ଦେଉଛି । ବାଲେଶ୍ବର ଜିଲ୍ଲା ମୁଖ୍ୟାଳୟରେ ଆହତ ଯାତ୍ରୀଙ୍କୁ ଭେଟି ଆଲୋଚନା କରିବା ପରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।’’

ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି ଦୁର୍ଘଟଣାକୁ ନେଇ ସ୍ଥାନୀୟ ନାଗରିକ ବିଶେଷ କରି ଯୁବକ ମାନେ ଯେଉଁ ଭଳି ଭାବେ ନିସ୍ବାର୍ଥ ପରେ ସେବା କରିଛନ୍ତି, ରକ୍ତଦାନ ସହ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଛନ୍ତି ତାହା ପ୍ରଶଂସାଯୋଗ୍ୟ । ମୁଁ ସମସ୍ତ ନାଗରିକ ଓ ଯୁବକ ମାନଙ୍କୁ ଧନ୍ୟବାଦ ଦେଉଛି ।

ସେହିଭଳି ପ୍ରଧାନମନ୍ତ୍ରୀ କହିଛନ୍ତି ଭଗବାନ ଆମକୁ ଶକ୍ତି ଦିଅନ୍ତୁ, ଏହି ଏହି ସଂକଟ ସମୟରୁ ବାହାରିବା ପାଇଁ । ଏହା ଦୁଃଖଦ ସମୟ। ସମସ୍ତ ମୃତାହତ ପ୍ରିୟଜନଙ୍କ ସହ ଭାରତ ସରକାର ପୁରା ଛିଡା ହୋଇଛନ୍ତି। ଆହତ ମାନଙ୍କ ସର୍ବୋତ୍ତମ ଚିକିତ୍ସା ପାଇଁ କୌଣସି ଅଭାବ ଅସୁବିଧା ରହିବ ନାହିଁ । ସମସ୍ତଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆୟିବ। ସରକାରଙ୍କ ପାଇଁ ଏହି ଘଟଣା ଅତ୍ୟନ୍ତ ଗମ୍ଭୀର। ସମସ୍ତ ପ୍ରକାରର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯିଏ ବି ଦୋଷୀ ତାକୁ କୋଠୋର ଦଣ୍ଡ ଦିଆଯିବ । ଭବିଷ୍ୟତରେ ଏଭିଳ ଘଟଣାକୁ ପ୍ରତିହତ କରିବା ପାଇଁ ପଦକ୍ଷେପ ନିଆଯିବ।

ଏତତ ବ୍ୟତୀତ ପ୍ରଧାନମନ୍ତ୍ରୀ ଓଡିଶା ସରକାରଙ୍କ ସମେତ ରାଜ୍ୟର ଅଧିକାରୀ, ରେଳବାଇର ଅଧିକାରୀ କର୍ମଚାରୀ ମାନଙ୍କୁ ମଧ୍ୟ ଧନ୍ୟବାଦ ଦେଉଛନ୍ତି । ଓଡିଶା ସରକାର ଯେଉଁଭଳି ଭାବେ ନିଜ ସଂଶାଧନର ଉପଯୋଗ କରି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି ତାହାକୁ ପ୍ରଶଂସନୀୟ ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୀକ୍ଷା ବେଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ସୁବାସ ସରକାର, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ପ୍ରମୋଦ ମିଶ୍ର, ଓଡିଶା ସରକାରଙ୍କ ରାଜସ୍ବ ମନ୍ତ୍ରୀ ସ୍ଥାନୀୟ ସାଂସଦ ପ୍ରତାପ ଷଡଙ୍ଗୀ, ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ବରିଷ୍ଠ ଅଧିକାରୀ, ବାଲେଶ୍ବର ଜିଲ୍ଲା ପ୍ରଶାସନ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବାଲେଶ୍ବର

Last Updated : Jun 3, 2023, 7:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.