ETV Bharat / bharat

ଆସନ୍ତା 22ରୁ ଦିଲ୍ଲୀରେ ଗଡିବ ପାସେଞ୍ଜର ଟ୍ରେନ - ପାସେଞ୍ଜେର ଟ୍ରେନ ଚଳାଚଳ ଦିଲ୍ଲୀ

ନୂଆଦିଲ୍ଲୀରେ ଆସନ୍ତା 22ରୁ ଚଳାଚଳ କରିବ ପାସେଞ୍ଜର ଟ୍ରେନ । କୋରୋନାର ସମସ୍ତ ଗାଇଡଲାଇନ ଅନୁସରଣ କରି ଯାତ୍ରୀଙ୍କୁ ଟ୍ରେନରେ ଯାତ୍ରା କରିବା ବାଧ୍ୟତାମୂଳକ ରହିଛି । ଅଧିକ ପଢନ୍ତୁ...

ଆସନ୍ତା 22ରୁ ଦିଲ୍ଲୀରେ ଗଡିବ ପାସେଞ୍ଜର ଟ୍ରେନ

author img

By

Published : Feb 16, 2021, 10:53 PM IST

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ବନ୍ଦ ଥିବା ଟ୍ରେନ ଚଳାଚଳ ଆରମ୍ଭ ହେବ । ଦିଲ୍ଲୀରେ ଆଉ କିଛିଦିନ ପରେ ପାସେଞ୍ଜର ଟ୍ରେନ୍ ପୁଣି ଥରେ ଚଳାଚଳ କରିବ । ଉତ୍ତର ରେଳବାଇ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ ପାଇଁ 35 ଟି ଟ୍ରେନ୍ ଚଳାଚଳ ଆରମ୍ଭ କରିବ ବୋଲି ସୂଚନା ମିଳିଛି ।

ଆସନ୍ତା 22ରୁ ଦିଲ୍ଲୀରେ ଗଡିବ ପାସେଞ୍ଜର ଟ୍ରେନ
ଆସନ୍ତା 22ରୁ ଦିଲ୍ଲୀରେ ଗଡିବ ପାସେଞ୍ଜର ଟ୍ରେନ

ଆସନ୍ତା 22 ତାରିଖରୁ ଦିଲ୍ଲୀରେ 35ଟି ପାସେଞ୍ଜର ଟ୍ରେନ ଟ୍ରାକରେ ଗଡିବା ଆରମ୍ଭ କରିବା ସହ ଆଗାମୀ ଦିନରେ ଟ୍ରେନସଂଖ୍ୟା ବୃଦ୍ଧି କରାଯିବା ନେଇ ସୂଚନା ମିଳିଛି । ଉତ୍ତର ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ ଦୀପକ କୁମାରଙ୍କ ସୂଚନା ଅନୁଯାୟୀ, ବହୁ ଦିନର ବ୍ୟବଧାନ ପରେ ଦିଲ୍ଲୀରେ ପାସେଞ୍ଜର ଟ୍ରେନ ଚଳାଚଳ ଆରମ୍ଭ କରିବାକୁ ଯାଉଛି । ଯାତ୍ରୀମାନଙ୍କୁ କରୋନାର ସମସ୍ତ ଗାଇଡଲାଇନକୁ ଅନୁସରଣ କରି ଟ୍ରେନରେ ଯାତ୍ରା କରିବାକୁ ପଡିବ । ଯାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.