ETV Bharat / bharat

କାଶ୍ମୀରରେ ଆତଙ୍କୀଙ୍କ ଗ୍ରେନେଡ ମାଡ, ଜଣେ ଅଣ ସ୍ଥାନୀୟ ଶ୍ରମିକ ମୃତ

author img

By

Published : Aug 4, 2022, 11:02 PM IST

ପୁଲଓ୍ବାମାରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡରେ ଜଣେ ଅଣ ସ୍ଥାନୀୟ ଶ୍ରମିକ ମୃତ । ଅନ୍ୟ ଦୁଇ ଆହତ । ଧାରା-370 ଉଚ୍ଛେଦର 4ର୍ଥ ବାର୍ଷିକୀ ପୂର୍ତ୍ତି ଅବସରରେ ଏହି ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଅଧିକ ପଢନ୍ତୁ

କାଶ୍ମୀରରେ ଆତଙ୍କୀଙ୍କ ଗ୍ରେନେଡ ମାଡ, ଜଣେ ଅଣ ସ୍ଥାନୀୟ ଶ୍ରମିକ ମୃତ
କାଶ୍ମୀରରେ ଆତଙ୍କୀଙ୍କ ଗ୍ରେନେଡ ମାଡ, ଜଣେ ଅଣ ସ୍ଥାନୀୟ ଶ୍ରମିକ ମୃତ

ଶ୍ରୀନଗର: କାଶ୍ମୀରର ପୁଲଓ୍ବାମାରେ ଆତଙ୍କବାଦୀ ଗ୍ରେନେଡ ମାଡ କରିଛନ୍ତି । ଏଥିରେ ଜଣେ ଅଣ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ହୋଇଥବା ପୋଲିସ ସୂତ୍ରରୁ ସ୍ପଷ୍ଟ କରାଯାଇଛି । ମୃତକ ଜଣକ ବିହାରର ଓ ସେଠାରେ ଶ୍ରମିକ ଭାବେ କାର୍ଯ୍ୟରତ ଥିବା ପ୍ରାଥମିକ ଭାବେ ଜଣାପଡିଛି । କାଶ୍ମୀରରେ ଧାରା-370 ଉଚ୍ଛେଦର 4ର୍ଥ ବାର୍ଷିକୀ ପୂର୍ତ୍ତି ଅବସରରେ ଏହି ଆକ୍ରମଣ କରିଛନ୍ତି ଆତଙ୍କବାଦୀ ।

  • #Terrorists hurled grenade on outside labourers at Gadoora area of #Pulwama. In this #terror incident, one labourer died and two others were injured. Area cordoned off. Further details shall follow.@JmuKmrPolice

    — Kashmir Zone Police (@KashmirPolice) August 4, 2022 " class="align-text-top noRightClick twitterSection" data=" ">

ସେହିପରି ଅନ୍ୟ ଦୁଇଜଣ ସହଯୋଗୀ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଣି କିଛି ଦିନ ବ୍ୟବଧାନରେ ଆତଙ୍କୀ ଆକ୍ରମଣରେ କାଶ୍ମୀରରେ ମୁଣ୍ଡ ଗଡିଛି । ସୁରକ୍ଷା କର୍ମୀ ଘଟଣାସ୍ଥଳରେ ପହଞ୍ଚି କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.