-
#WATCH | Kibithoo is India’s first village & not the last village. Earlier when people visited here, they used to say "I had gone to the last village of the country, but today, I'll say that I visited the first village of India,": Union HM Amit Shah in Kibithoo, Arunachal Pradesh pic.twitter.com/yvdrx1rK0n
— ANI (@ANI) April 10, 2023 " class="align-text-top noRightClick twitterSection" data="
">#WATCH | Kibithoo is India’s first village & not the last village. Earlier when people visited here, they used to say "I had gone to the last village of the country, but today, I'll say that I visited the first village of India,": Union HM Amit Shah in Kibithoo, Arunachal Pradesh pic.twitter.com/yvdrx1rK0n
— ANI (@ANI) April 10, 2023#WATCH | Kibithoo is India’s first village & not the last village. Earlier when people visited here, they used to say "I had gone to the last village of the country, but today, I'll say that I visited the first village of India,": Union HM Amit Shah in Kibithoo, Arunachal Pradesh pic.twitter.com/yvdrx1rK0n
— ANI (@ANI) April 10, 2023
ଇଟାନଗର: ଭାରତର ଭୂମିକୁ ଅତିକ୍ରମଣ କରିବା ବର୍ତ୍ତମାନ କାହାର ସାହାସ ନାହିଁ । ଅଖଣ୍ଡ ଭାରତରର ସାର୍ବଭୌମତ୍ବକୁ କ୍ଷୁର୍ଣ୍ଣ କରିବାକୁ କାହାର ଶକ୍ତି ନାହିଁ । ଭାରତର ଜମି ଓ ସୀମାକୁ ନେଇ କୌଣସି ବି ଶକ୍ତି କିଛି ଷଡଯନ୍ତ୍ର କଲେ ସେନା ପୁରା ଶକ୍ତିର ସହ ସଫା କରିବ । ବର୍ତ୍ତମାନର ସରକାର ସୀମା ସୁରକ୍ଷାକୁ ସୁନିଶ୍ଚିତ କରିଛନ୍ତି । ସେନାକୁ ପୁରା କ୍ଷମତା ଦିଯାଇଛି । ଦେଶର ସୁରକ୍ଷା ପାଇଁ ସେନା ପୁରା ସକ୍ଷମ । ଅରୁଣାଚଳ ପ୍ରଦେଶ ସ୍ଥିତ ଭାରତ-ଚୀନ ସୀମା ସଂଲଗ୍ନ ଅଞ୍ଜାବ ଜିଲ୍ଲାର କିବିଥୁରୁ ଶତ୍ରୁ ରାଷ୍ଟ୍ର ଚୀନକୁ ଏଭଳି କଡା ସନ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
-
#WATCH | Before 2014, the entire Northeast region was known as a disturbed region but in the last 9 years, because of PM Modi's 'Look East' policy, Northeast is now considered an area which contributes to the development of the country: Union HM Amit Shah in Arunachal Pradesh pic.twitter.com/hMCqOL7xZe
— ANI (@ANI) April 10, 2023 " class="align-text-top noRightClick twitterSection" data="
">#WATCH | Before 2014, the entire Northeast region was known as a disturbed region but in the last 9 years, because of PM Modi's 'Look East' policy, Northeast is now considered an area which contributes to the development of the country: Union HM Amit Shah in Arunachal Pradesh pic.twitter.com/hMCqOL7xZe
— ANI (@ANI) April 10, 2023#WATCH | Before 2014, the entire Northeast region was known as a disturbed region but in the last 9 years, because of PM Modi's 'Look East' policy, Northeast is now considered an area which contributes to the development of the country: Union HM Amit Shah in Arunachal Pradesh pic.twitter.com/hMCqOL7xZe
— ANI (@ANI) April 10, 2023
ଏହାବି ପଢନ୍ତୁ- Jharsuguda By Poll: ଦଳ ନୁହେଁ, ଭୋଟ ଆଣନ୍ତି ପ୍ରାର୍ଥୀ !
ଆଜି ଠାରୁ ଦୁଇ ଦିନିଆ ଅରୁଣାଚଳ ପ୍ରଦେଶ ଗସ୍ତରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଗସ୍ତର ପ୍ରଥମ ଦିନରେ ଆଜି ଅରୁଣାଚଳ ପ୍ରଦେଶ ସ୍ଥିତ ଭାରତ-ଚୀନ ସୀମା ସଂଲଗ୍ନ କିବିଥୁରେ ଶାହା ଭାଇବ୍ରେଣ୍ଟ ଭିଲେଜ ପ୍ରୋଗ୍ରାମ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଦ୍ବାରା ଭାରତର ସୀମାବର୍ତ୍ତୀ ଗ୍ରାମ ଗୁଡିକର ବ୍ୟାପକ ଉନ୍ନତି କରାଯିବ । ଏଥିପାଇଁ ଭାରତ ସରକାର 4 ହଜାର 800 କୋଟି ଟଙ୍କା ଖର୍ଚ୍ଚ କରିବେ । କେନ୍ଦ୍ରଗୃହ ମନ୍ତ୍ରୀଙ୍କ ଏହି ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି । କାରଣ ନିକଟରେ ଚୀନ ଅରୁଣାଚଳ ପ୍ରଦେଶର 11 ଟି ସ୍ଥାନର ନାମ ପରିବର୍ତ୍ତନ କରି ନିଜର ଅଞ୍ଚଳ ଦର୍ଶାଇଛି । ଯାହାକୁ ଭାରତ କଡା ବିରୋଧ କରିଛି । ଚୀନର ଏହି ଷଡଯନ୍ତ୍ରକୁ ଏକ ସପ୍ତାହ ହୋଇନଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହ ସେହି ଅଞ୍ଚଳକୁ ନିଜେ ଯାଇ ସୁରକ୍ଷା ସ୍ଥିତି ସମୀକ୍ଷା କରିବା ସହ ସୀମାନ୍ତ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ସୀମାରୁ ଚୀନକୁ କଡା ସନ୍ଦେଶ ଦେଇଛନ୍ତି ।
ଏହାବି ପଢନ୍ତୁ- ଦୁଇଦିନିଆ ଅରୁଣାଚଳ ଗସ୍ତରେ ଅମିତ ଶାହ, ଆପତ୍ତି କଲା ଚୀନ
କାର୍ଯ୍ୟକ୍ରମରେ ସମ୍ବୋବଧନ କରି ଶାହ କହିଛନ୍ତି, ‘‘ଭାରତର ଭୂମିକୁ ଅତିକ୍ରମଣ କରିବା ବର୍ତ୍ତମାନ କାହାର ସାହାସ ନାହିଁ । ଅଖଣ୍ଡ ଭାରତରର ସାର୍ବଭୌମତ୍ବକୁ କ୍ଷୁର୍ଣ୍ଣ କରିବାକୁ କାହାର ଶକ୍ତି ନାହିଁ । ଭାରତର ଜମି ଓ ସୀମାକୁ ନେଇ କୌଣସି ବି ଶକ୍ତି କିଛି ଷଡଯନ୍ତ୍ର କଲେ ସେନା ପୁରା ଶକ୍ତିର ସହ ସଫା କରିବ । ବର୍ତ୍ତମାନର ସରକାର ସୀମା ସୁରକ୍ଷାକୁ ସୁନିଶ୍ଚିତ କରିଛନ୍ତି । ସେନାକୁ ପୁରା କ୍ଷମତା ଦିଯାଇଛି । ଦେଶର ସୁରକ୍ଷା ପାଇଁ ସେନା ପୁରା ସକ୍ଷମ ।’’ ଗୃହମନ୍ତ୍ରୀ ଅମିତ ଶାହ ଆହୁରି କହିଛନ୍ତି ଅରୁଣାଚଳ ବାସୀଙ୍କ ଜୋଶ ଓ ଶକ୍ତି 1962 ରେ ଚୀନର ଚିନ୍ତା ବଢାଇ ଦେଇଥିଲା । ପୂର୍ବରୁ ସମୟ ବିପରୀତ ଥିଲା । ଏବେ ସୀମାବର୍ତ୍ତୀ ଲୋକ କହୁଛନ୍ତି ଆମେ ଦେଶର ଅନ୍ତିମ ଗାଁ ନୋହୁଁ... ଆମେ ଦେଶର ପ୍ରଥମ ଗାଁ । କାରଣ ପ୍ରଧାନମନ୍ତ୍ରୀ ମୋଦି ସେହି ଚିନ୍ତାଧାରାକୁ ବଦଳାଇ ଦେଇଛନ୍ତି । ସୀମାକୁ ନେଇ ଦୂରଦର୍ଶୀ ସମ୍ପନ ଯୋଜନା ହୋଇଛି । ସୁଦୃଢ ଭିତ୍ତିଭୂମି ହେଉଛି । ସମସ୍ତ ମୌଳିକ ସୁବିଧା ଆଜି ସୀମାରେ ଉପଲବ୍ଧ । ସୀମାବର୍ତ୍ତୀ ଲୋକଙ୍କ ପାଇଁ ସରକାର ସମ୍ବେଦନଶୀଳ ଓ ଅଗ୍ରାଧିକାର ଭିତ୍ତିରେ କାମ କରୁଛନ୍ତି ।
-
#WATCH | The entire country can sleep peacefully in their homes today because our ITBP jawans & Army is working day & night on our borders. Today, we can proudly say that no one has the power to cast an evil eye on us: Union Home Minister Amit Shah in Kibithoo, Arunachal Pradesh pic.twitter.com/WNJra9iFuq
— ANI (@ANI) April 10, 2023 " class="align-text-top noRightClick twitterSection" data="
">#WATCH | The entire country can sleep peacefully in their homes today because our ITBP jawans & Army is working day & night on our borders. Today, we can proudly say that no one has the power to cast an evil eye on us: Union Home Minister Amit Shah in Kibithoo, Arunachal Pradesh pic.twitter.com/WNJra9iFuq
— ANI (@ANI) April 10, 2023#WATCH | The entire country can sleep peacefully in their homes today because our ITBP jawans & Army is working day & night on our borders. Today, we can proudly say that no one has the power to cast an evil eye on us: Union Home Minister Amit Shah in Kibithoo, Arunachal Pradesh pic.twitter.com/WNJra9iFuq
— ANI (@ANI) April 10, 2023
ସେହିପରି ଶାହ କହିଛନ୍ତି ମୁଁ ପବିତ୍ର କିବିଥୁ ମାଟିରୁ କିବିଥୁର ବୀର ସହିଦ ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଉଛି । ଯେଉଁମାନେ ସଂଶାଧନ ଅଭାବ ସତ୍ବେ ପ୍ରତିକୂଳ ସ୍ଥିତିରେ ବି 1962 ରେ ଚୀନ ସହ ପୁରା ଶକ୍ତିର ସହ ଅନ୍ତିମ ନିଶ୍ବାସ ପର୍ଯ୍ୟନ୍ତ ଲଢେଇ କରିଥିଲେ । ଅରୁଣାଚଳ ପ୍ରଦେଶର ପ୍ରାକୃତି ନୈସର୍ଗିକ ସୁନ୍ଦରତାକୁ ବର୍ଣ୍ଣନା କରି ଶାହ କହିଥିଲେ... ଆଜି ଯେତେବେଳେ ମୁଁ ଆସୁଥିଲି ଶହ ଶହ ପ୍ରାକୃତିକ ଝରଣା ଦେଖୁଥିଲି । ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କୁ କହିଲି ମୋ ପାଇଁ ଏକ ଘର ବ୍ୟବସ୍ଥା କରିଦିଅନ୍ତୁ ଯେତେବେଳେ ମୁଁ ବୃଦ୍ଧ ହୋଇଯିବ ଏଠାରେ ଆସି ଅବସ୍ଥାନ କରିବି । ଭଗବାନ ପର୍ଶୁରାମ ଅରୁଣାଚଳ ପ୍ରଦେଶର ନାମ କରଣ କରିଥିଲେ । ଦେଶର ପ୍ରତ୍ୟେକ ଶିଶୁ ଜାଣନ୍ତି ଅରୁଣାଚଳ ପ୍ରଦେଶ ହେଉଛି ସୂର୍ଯ୍ୟଦେବଙ୍କ ପ୍ରଥମ କିରଣ ପଡୁଥିବା ଭୂମି । ଅରୁଣାଚଳ ପ୍ରଦେଶ ତଥା ଅଞ୍ଜାବ ଜିଲ୍ଲାର ଲୋକଙ୍କୁ ପ୍ରଶଂସା କରି ଶାହ କହିଥିଲେ ଏଠାକାର ଲୋକଙ୍କ ମନରେ ଭାରତୀୟ ସେନା ପ୍ରତି ଥିବା ସମ୍ମାନ ଶ୍ରଦ୍ଧା ଦେଖି ମୁଁ ଅଭିଭୂତ । ସୀମାବର୍ତ୍ତୀ ଲୋକଙ୍କ ଏହି ଦେଶପ୍ରେମ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରୁଛି । ସୀମା ସୁରକ୍ଷା ପାଇଁ ମୁତୟନ ଆଇଟିବିପି, ବିଏସଏଫ ସମେତ ସମସ୍ତ ସମ୍ବନ୍ଧିତ ଯବାନଙ୍କୁ ପ୍ରଶଂସା କରି ଶାହ କହିଛନ୍ତି ଯବାନଙ୍କ ଧର୍ଯ୍ୟ, ସାହାସ, ବୀରତ୍ବକୁ ସଲାମ କରୁଛି ।
-
Ushering in an improved quality of life for people living along India's borders, launched #VibrantVillagesProgram at Kibithoo in Arunachal Pradesh.
— Amit Shah (@AmitShah) April 10, 2023 " class="align-text-top noRightClick twitterSection" data="
By creating opportunities for the youth in the border village, it aims to prevent outmigration and enhance border security. pic.twitter.com/ItBvfumdxg
">Ushering in an improved quality of life for people living along India's borders, launched #VibrantVillagesProgram at Kibithoo in Arunachal Pradesh.
— Amit Shah (@AmitShah) April 10, 2023
By creating opportunities for the youth in the border village, it aims to prevent outmigration and enhance border security. pic.twitter.com/ItBvfumdxgUshering in an improved quality of life for people living along India's borders, launched #VibrantVillagesProgram at Kibithoo in Arunachal Pradesh.
— Amit Shah (@AmitShah) April 10, 2023
By creating opportunities for the youth in the border village, it aims to prevent outmigration and enhance border security. pic.twitter.com/ItBvfumdxg
ସୂଚନାଯୋଗ୍ଯଯେ ଆଜି ଠାରୁ ଦୁଇ ଦିନିଆ ଅରୁଣାଚଳ ପ୍ରଦେଶ ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଅରୁଣାଚଳ ର କିବିଥୁରେ ଜଳ ବିଦ୍ୟୁତ ପରିଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଜଳ ବିଦ୍ୟୁତ ପରିଯୋଜନା ଦ୍ବାରା ରାଜ୍ୟର ସୀମାବର୍ତ୍ତୀ ଗାଁ ଗୁଡିକୁ ବିଜୁଳି ଯୋଗାଇ ଦିଆଯିବ । କେନ୍ଦ୍ର ସରକାର ଦେଶର ସୀମାବର୍ତ୍ତୀ ଗାଁ ଗୁଡିକ ପାଇଁ ଆର୍ଥିକ ବର୍ଷ 2022-23 ରୁ 2025-26 ପର୍ଯ୍ୟନ୍ତ ସଡକ ନିର୍ମାଣ ପାଇଁ 2500 କୋଟି, ସହିତ ଭାଇବ୍ରେଣ୍ଟ ଭିଲେଜ ପ୍ରୋଗ୍ରାମ ପାଇଁ 4 ହଜାର 800 କୋଟି ମଞ୍ଜୁରୀ ଦେଇଛନ୍ତି । ଭାଇବ୍ରେଣ୍ଟ ଭିଲେଜ ପ୍ରୋଗ୍ରାମ ହେଉଛି ଏକ କେନ୍ଦ୍ରୀୟ ଯୋଜନା । ଏହି ଯୋଜନା ଦ୍ବାରା ଭାରତ ସରକାର ଉତ୍ତର ପୂର୍ବ ରାଜ୍ୟ (ଚୀନ ସୀମାକୁ ସଂଲଗ୍ନ ଥିବା) ଅରୁଣାଚଳ ପ୍ରଦେଶ, ସିକ୍କିମ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଓ କେନ୍ଦ୍ର ଶାସିତ ଲଦାଖର ମୋଟ 19 ଜିଲ୍ଲା 46 ବ୍ଲକର 2 ହଜାର 967 ଗାଁର ବ୍ୟାପକ ବିକାଶ କରୁଛନ୍ତି । ଏଥିପାଇଁ ନିର୍ଦ୍ଦିଷ୍ଟ ଭାବେ ଅଧିକାରୀ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ସରକାର ଯୁଦ୍ଧ କାଳୀନ ଭିତ୍ତିରେ ବିକାଶ ସହ ଭିତ୍ତିଭୂମି ଓ ଲୋକଙ୍କ ରୋଜଗାର ବୃଦ୍ଧି ପାଇଁ କାମ କରୁଛନ୍ତି ।