ETV Bharat / bharat

ବୈଦେଶିକ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ, ଭ୍ୟାକ୍ସିନ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇନି ଭାରତ

author img

By

Published : Apr 2, 2021, 10:31 PM IST

ଭାରତ ଭ୍ୟାକ୍ସିନର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିବା ନେଇ ସାମ୍ନାକୁ ଆସିଥିଲା ରୋପୋର୍ଟ । ଏହା ଉପରେ ପୁନର୍ବାର ସ୍ପଷ୍ଟୀକରଣ ଦେଇଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

ବୈଦେଶିକ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ, ଭ୍ୟାକ୍ସିନ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇନି ଭାରତ
ବୈଦେଶିକ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ, ଭ୍ୟାକ୍ସିନ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇନି ଭାରତ

ନୂଆଦିଲ୍ଲୀ: କୋରୋନାର କାୟା ଭିତରେ ସଂଘର୍ଷ କରୁଛି ସାରା ବିଶ୍ବ । ଆଉ ମହାମାରୀର ଏହି ମାହାଯୁଦ୍ଧରେ ଆଗେଇ ଆସି ବିଶ୍ବକୁ କୋରୋନା ଭ୍ୟାକ୍ସିନ ଯୋଗାଇବାରେ ଲାଗିଛି ଭାରତ । ଏଭଳିସ୍ଥିତିରେ ଭାରତ ଭ୍ୟାକ୍ସିନର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଥିବା ନେଇ ସାମ୍ନାକୁ ଆସିଥିଲା ରୋପୋର୍ଟ । ଏହା ଉପରେ ପୁନର୍ବାର ସ୍ପଷ୍ଟୀକରଣ ଦେଇଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ।

ଭାରତ ସରକାର ଶୁକ୍ରବାର ପୁଣି ଥରେ ସ୍ପଷ୍ଟ କରିଛନ୍ତି ଯେ କୋଭିଡ ଟିକା ରପ୍ତାନୀ ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନାହିଁ । ଗଣମାଧ୍ୟମ ସହ ଆଲୋଚନା କରି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ଆମେ କୋଭିଡ ଟିକା ଉପରେ କୌଣସି ରପ୍ତାନି ପ୍ରତିବନ୍ଧକ ଲଗାଇ ନାହୁଁ।

ଅରିନ୍ଦମ ବାଗଚି କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ବିଶ୍ବର 80 ରୁ ଅଧିକ ଦେଶକୁ ଟିକା ଯୋଗାଇଛୁ। ଆମର ଘରୋଇ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରପ୍ତାନୀ କରାଯିବ ବୋଲି ପୂର୍ବରୁ ସ୍ଥିର ହୋଇଥିବା କହିଛନ୍ତି ବାଗଚୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.