ETV Bharat / bharat

ଜାନୁଆରୀ 28ରେ ହେବ ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ପରବର୍ତ୍ତୀ ଶୁଣାଣି

author img

By

Published : Jan 18, 2021, 8:23 PM IST

ଆସନ୍ତା ଜାନୁଆରୀ 28 ତାରିଖରେ ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜିଲ୍ଲା କୋର୍ଟ ସ୍ଥିର କରିଛନ୍ତି । ଅଧିକ ପଢନ୍ତୁ...

Next hearing in Janmabhoomi case on 28 January
ଜାନୁଆରୀ 28ରେ ହେବ ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ପରବର୍ତ୍ତୀ ଶୁଣାଣି

ମଥୁରା: ଉତ୍ତର ପ୍ରଦେଶ ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା ସମ୍ପର୍କରେ ଜିଲ୍ଲା କୋର୍ଟ ଏବଂ ସିନିୟର ଡିଭିଜନ୍ ସିଭିଲ ଜଜ୍ କୋର୍ଟରେ ସୋମବାର ଦୁଇଟି ଆବେଦନ ଉପରେ ଶୁଣାଣି ଆରମ୍ଭ ହୋଇଥିଲା। ଏକ ଘଣ୍ଟା ବିତର୍କ ପରେ ଜିଲ୍ଲା କୋର୍ଟ ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ଜାନୁୟାରୀ 28 ତାରିଖରେ ଏବଂ ସିନିୟର ଡିଭିଜନ୍ କୋର୍ଟ ଆସନ୍ତା ଜାନୁୟାରୀ 29 ରେ ଶୁଣାଣି କରିବେ ବୋଲି ସ୍ଥିର କରିଛନ୍ତି ।

ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ଶାହି ଇଦଗାହ ​​କମିଟି ଆଡଭୋକେଟଙ୍କ ଦ୍ବାରା ଦାଖଲ କରାଯାଇଥିବା ଆପତ୍ତି ଖାରଜ କରି ପରବର୍ତ୍ତୀ ଶୁଣାଣି ଜାନୁୟାରୀ 28 ତାରିଖରେ ହେବ ବୋଲି କୋର୍ଟ ସ୍ଥିର କରିଛନ୍ତି । ପ୍ରଭୁ ଶ୍ରୀକୃଷ୍ଣଙ୍କ ବଂଶଧର ମନୀଷ ଯାଦବ ହିନ୍ଦୁ ସେନା ମୁଖ୍ୟ ସଂଗଠନ ଦ୍ବାରା ଦାଖଲ ହୋଇଥିବା ଆବେଦନ ଅପରାହ୍ନ 2 ଟା ସମୟରେ ସିନିୟର ଡିଭିଜନ ସିଭିଲ ଜଜଙ୍କ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିଲା । ତେବ ଅଧ ଘଣ୍ଟା ବିତର୍କ ପରେ ସିଭିଲ୍ ଜଜ ଜାନୁଆରୀ 29 ତାରିଖରେ ପରବର୍ତ୍ତୀ ଶୁଣାଣି ସ୍ଥିର କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.