ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Nov 7, 2021, 7:00 AM IST

Updated : Nov 7, 2021, 7:19 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
  • ଆଜି ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ।
  • ଆଜି ପ୍ରଦୀପଙ୍କ ଜନ୍ମମାଟିରେ କଂଗ୍ରେସର ଶକ୍ତି ପ୍ରଦର୍ଶନ ।
  • ଓଡିଶା-ଆନ୍ଧ୍ର ସୀମା ବିବାଦ । ଆଜି ଅମରାବତୀରେ ପହଞ୍ଚିବେ ପଦଯାତ୍ରୀ ମୁକ୍ତିକାନ୍ତ ।
  • ଦେଶରେ କୋଭିଡ ସ୍ଥିତି ନେଇ ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ।
  • ମମିତାଙ୍କୁ ନ୍ୟାୟ ଦାବିରେ ଆଜି ବିଭିନ୍ନ ସ୍ଥାନରେ ବିକ୍ଷୋଭ ।
  • ଡ୍ରଗ୍ସ ମାମଲା ନେଇ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକଙ୍କ ଆଜି ପ୍ରେସମିଟ ।
  • ଆସୁଛି ଆଉ ଏକ ଲଘୁଚାପ । ପ୍ରଭାବରେ ଆଜିଠୁ ହୋଇପାରେ ବର୍ଷା ।
  • ଆଜି ଜାତୀୟ ଶିଶୁ ସୁରକ୍ଷା ଦିବସ ।
  • ଆଜି ଜାତୀୟ କର୍କଟ ସଚେତନତା ଦିବସ ।
  • T-୨୦ WC, ଆଜି ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ଓ ଶ୍ରୀଲଙ୍କା- ସ୍କଟଲାଣ୍ଡ ମୁକାବିଲା ।

Last Updated : Nov 7, 2021, 7:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.