ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଆଜିର ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର.
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର.
author img

By

Published : Oct 20, 2021, 6:45 AM IST

Updated : Oct 20, 2021, 7:14 AM IST

  • ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
  • ମମିତା ମେହେର ନିଖୋଜ ଘଟଣା । ଆଜି ବିଜେପିର କଳହାଣ୍ଡି ବନ୍ଦ ଡାକରା ।
  • ଆଜି କୁଶିନଗରରେ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।
  • ଆଜି କୁମାରପୂର୍ଣ୍ଣିମା । ସକାଳେ ସୂର୍ଯ୍ୟ ରାତିରେ ଚାନ୍ଦକୁ ପୂଜା କରିବେ କୁମାରୀ ।
  • ଆଜି ଶ୍ରୀମନ୍ଦିରରେ ପାଳନ ହେବ କୁମାର ଉତ୍ସବ । ଚାରି ଆଶ୍ରମକୁ ବିଜେ କରିବେ ସୁଦର୍ଶନ ।
  • ଆଜି ସୁପ୍ରିମକୋର୍ଟରେ ଲଖିମପୁର ଖେରୀ ହିଂସାର ଶୁଣାଣି ।
  • ଆଜି ଆଇଆଇଟି ସମାବର୍ତ୍ତନ ଉତ୍ସବ । ୫୯୯ ବିଦ୍ୟାର୍ଥୀ ପାଇବେ ଡିଗ୍ରୀ ।
  • ଆଜି ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା। ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ।
  • ଆଜି ଡ୍ରଗ୍ସ ମାମାଲରେ ଆର୍ଯ୍ୟନଙ୍କର ହୋଇପାରେ ଜାମିନ ଆବେଦନର ଶୁଣାଣି ।
  • ଆଜି ଟି-ଟ୍ବେଣ୍ଟି ବିଶ୍ବକପରେ ନେଦରଲାଣ୍ଡସ-ନାମିବିୟା ଓ ଆୟର୍ଲାଣ୍ଡ -ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ।
  • ଆଜି ଟି-୨୦ ବିଶ୍ବକପରେ ଭାରତ- ଅଷ୍ଟ୍ରେଲିଆ ଅଭ୍ୟାସ ମ୍ୟାଚ ।

Last Updated : Oct 20, 2021, 7:14 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.