ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଟୁଡେ ନ୍ୟୁଜ

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
author img

By

Published : Jun 22, 2021, 7:06 AM IST

Updated : Jun 22, 2021, 7:28 AM IST

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
  • ଆଜି ଶ୍ରୀମନ୍ଦିରରେ ହେବ ଦଇତା ପ୍ରବେଶ । 3 ଦିନ ଧରି ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ ।
  • ଆଜି ଚମ୍ପକ ଦ୍ବାଦସୀ, ମହାପ୍ରଭୁଙ୍କ ହେବ କୁଆଁରୀ ଯାତ୍ରା ।
  • ଆଜି କଂଗ୍ରେସର ବସିବ ବୈଠିକ । ହରିଶ ରାୱତଙ୍କ ସୂଚନା ।
  • ଜାରି ରହିଛି ମୌସୁମୀ ପ୍ରବାହ । 12 ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ।
  • କୋରୋନା ସ୍ଥିତି ନେଇ ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବରଦ୍ଧନଙ୍କ ବୈଠକ ।
  • ଆଜି ୱାର୍ଲ୍ଡ ଟେଷ୍ଟ ଚମ୍ପିଅନସିପର ଶେଷ ପାଳି ହୋଇପାରେ ଘୋଷଣା। ବର୍ଷା ପାଇଁ ବାଧାପ୍ରାପ୍ତ ହୋଇଛି ମ୍ୟାଚ ।
  • ଅଣବିଜେପି ମେଣ୍ଟ ଗଠନ ଲକ୍ଷ୍ୟରେ ରାଷ୍ଟ୍ରବାଦୀ କଂଗ୍ରେସ । ଆଜି ଶରତ ପାୱାରଙ୍କ ଘରେ ବସିବ ବୈଠକ ।
  • ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ଆଜି କୋଭିଡ ପରିଚାଳନା ନେଇ ସମୀକ୍ଷା କରିପାରନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।
  • ପଶ୍ଚିମବଙ୍ଗରେ ପୂଜା ପୂର୍ବରୁ ମିଳିବ ଶିକ୍ଷକ ନିଯୁକ୍ତି । ଆଜି ବସିପାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ।
  • ୟୁରୋ 2020 । ଆଜି କ୍ରୋଏସିଆକୁ ଭେଟିବ ସ୍କଟଲାଣ୍ଡ ।

Last Updated : Jun 22, 2021, 7:28 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.