ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
- ଆଜି ଅବପାତରେ ପରିଣତ ହେବ ଲଘୁଚାପ ।
- ଆଜିଠୁ 7 ଦିନିଆ ରିମାଣ୍ଡରେ ଯିବ ବ୍ଲାକମେଲର ଅର୍ଚ୍ଚନା ।
- ଆଜି ଦିଲ୍ଲୀରୁ ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
- ଆଜି ସଂଗ୍ରାମୀ ଜୟୀ ରାଜଗୁରୁଙ୍କ ତିରୋଧାନ ଦିବସ ।
- FIFA WC: ଆଜି ମରକ୍କୋ-ସ୍ପେନ ମୁକାବିଲା ।
- ଆଜିଠୁ ଦୃଷ୍ଟିହୀନ ଟି-ଟ୍ବେଣ୍ଟି ବିଶ୍ବକପ୍ ।