ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
- ଆଜି ଅନୁଗୋଳ ଓ ଢେଙ୍କାନାଳରେ ସ୍ମାର୍ଟ କାର୍ଡ ବଣ୍ଟନ ।
- ଆଜି ପୁରୀର ୬୦ ଟି ରୂପାନ୍ତରିତ ସ୍କୁଲର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।
- ଆଜି ବିଜୟ ଦିବସ ପାଳିବେ କୃଷକ ସଙ୍ଘ ।
- ଆଜି +୨ ଅଫଲାଇନ ଫଳାଫଳ ପ୍ରକାଶ ପାଇବ ।
- ଦିନକ ପରେ ଆଜି ଭକ୍ତଙ୍କ ପାଇଁ ଖୋଲିବ ସିଂହଦ୍ବାର ।
- ଆଜି ଦେଶର ସ୍ବଚ୍ଛ ସହରକୁ ସମ୍ମାନିତ କରିବେ ରାଷ୍ଟ୍ରପତି ।
- ଆଜି ରାଜ୍ୟର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କଂଗ୍ରେସ ଓଡିଶା ପ୍ରଭାରୀ ଚେଲା କୁମାର ।
- ଆଜି ନୂଆପଡାରେ ବିଜେପି କର୍ମୀ ସମ୍ମିଳନୀ । ଯୋଗଦେବେ ସାଂସଦ ବସନ୍ତ ପଣ୍ଡା ।
- ଆଜିଠୁ ଗୋଆରେ ୫୨ତମ ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ।
- ଆଜିଠୁ କିଛିଦିନ ପାଇଁ ପ୍ରଥମ କରି ଆମେରିକାର ରାଷ୍ଟ୍ରପତି ଭାର ତୁଲାଇବେ ଭାରତୀୟ ବଂଶୋଦ୍ଭବ କମଲା ହାରିସ ।