- ‘କୋଭିସିଲ୍ଡ’ ଟିକାର ଅଭାବ । ଆଜି 11 ଜିଲ୍ଲାରେ ଟୀକାକରଣ ବନ୍ଦ ।
- ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦର ଆଜି ଶେଷଦିନ । ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବଢିପାରେ ଆଂଶିକ ଲକଡାଉନ ।
- ଆଜି ଅପରାହ୍ନ 1.30 ମିନିଟରେ ମୁଖ୍ୟ ଶାସନ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ ।
- ଆଜି କାଳିଆ ଯୋଜନାରେ କୃଷକଙ୍କ ପାଇଁ କୋଭିଡ ସହାୟତାର ଶୁଭାରମ୍ଭ କରିବେ ମୁ୍ଖ୍ୟମନ୍ତ୍ରୀ ।
- ଆଜି ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତାରେ ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ ।
- ଆଜିଠୁ ରାଜ୍ୟରେ ସବୁ ଶିଶୁଙ୍କୁ ଦିଆଯିବ ପିସିଭି ଟିକା ।
- ଆଜିଠାରୁ ମହାପ୍ରଭୁଙ୍କ ଓଷ ଉପଚାର ।
- ରାଜ୍ୟକୁ ଟିକା ପାଇଁ ଆଜି କେନ୍ଦ୍ରକୁ ଚିଠି ଲେଖିବେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।
- 24 ଘଣ୍ଟା ମଧ୍ୟରେ ରାଜ୍ୟର 11 ଜିଲ୍ଲାରେ ବଜ୍ରପାତର ରହିଛି ଆଶଙ୍କା । ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର ।
- ଆଜି ବିଶ୍ବ ସାମାଜିକ ଗଣମାଧ୍ୟମ ଦିବସ ।
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ETV Bharat
ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
- ‘କୋଭିସିଲ୍ଡ’ ଟିକାର ଅଭାବ । ଆଜି 11 ଜିଲ୍ଲାରେ ଟୀକାକରଣ ବନ୍ଦ ।
- ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦର ଆଜି ଶେଷଦିନ । ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ବଢିପାରେ ଆଂଶିକ ଲକଡାଉନ ।
- ଆଜି ଅପରାହ୍ନ 1.30 ମିନିଟରେ ମୁଖ୍ୟ ଶାସନ ସଚିବଙ୍କ ସାମ୍ବାଦିକ ସମ୍ମିଳନୀ ।
- ଆଜି କାଳିଆ ଯୋଜନାରେ କୃଷକଙ୍କ ପାଇଁ କୋଭିଡ ସହାୟତାର ଶୁଭାରମ୍ଭ କରିବେ ମୁ୍ଖ୍ୟମନ୍ତ୍ରୀ ।
- ଆଜି ପ୍ରଧାନମନ୍ତ୍ରୀଙ୍କ ଅଧକ୍ଷତାରେ ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ ।
- ଆଜିଠୁ ରାଜ୍ୟରେ ସବୁ ଶିଶୁଙ୍କୁ ଦିଆଯିବ ପିସିଭି ଟିକା ।
- ଆଜିଠାରୁ ମହାପ୍ରଭୁଙ୍କ ଓଷ ଉପଚାର ।
- ରାଜ୍ୟକୁ ଟିକା ପାଇଁ ଆଜି କେନ୍ଦ୍ରକୁ ଚିଠି ଲେଖିବେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।
- 24 ଘଣ୍ଟା ମଧ୍ୟରେ ରାଜ୍ୟର 11 ଜିଲ୍ଲାରେ ବଜ୍ରପାତର ରହିଛି ଆଶଙ୍କା । ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର ।
- ଆଜି ବିଶ୍ବ ସାମାଜିକ ଗଣମାଧ୍ୟମ ଦିବସ ।
Last Updated : Jun 30, 2021, 7:16 AM IST