ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Jun 12, 2021, 7:08 AM IST

Updated : Jun 12, 2021, 7:35 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜି 44 ତମ ଜିଏସଟି ପରିଷଦ ବୈଠକ । ଅଧ୍ୟକ୍ଷତା କରିବେ ଅର୍ଥମନ୍ତ୍ରୀ ସୀତାରମଣ ।

2. ଜି 7ର ତିନି ଦିନିଆ ସମ୍ମିଳନୀ । ବୋରିସଙ୍କ ନିମନ୍ତ୍ରଣକ୍ରମେ ଆଜି ପ୍ରଧାନମନ୍ତ୍ରୀ ମୋଦି ଆଉଟରିଚ୍ ସେସନରେ ଭର୍ଚୁଆଲି ଯୋଗଦେବେ ।

3. ୟୁଜି ଓ ପିଜି ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗର ଆଜି ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ ।

4. ଘନୀଭୂତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଆଜି 6 ଜିଲ୍ଲାରେ ପ୍ରବଳ ବର୍ଷିବ ।

5. ବିଏସପିରେ ମିଶିବ ଅକାଳି ଦଳ । ଆଜି ଚଣ୍ଡୀଗଡରେ ଦୁଇ ଦଳର ମେଣ୍ଟ ଘୋଷଣା ହେବ ।

6. କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳ ଚର୍ଚ୍ଚା । ଆଜି ବି ପ୍ରଧାନମନ୍ତ୍ରୀ ଡାକିପାରନ୍ତି ଗୁରୁତ୍ବପୂର୍ଣ୍ଣ ବୈଠକ ।

7. ଯୁକ୍ତ 2 ମୂଲ୍ୟାୟନ ନେଇ ହୋଇପାରୁନି ଚୂଡାନ୍ତ ନିଷ୍ପତ୍ତି । ବିଶେଷଜ୍ଞ କମିଟିଙ୍କ ଆଜି ବସିବ ତୃତୀୟ ବୈଠକ ।

8. ପାକିସ୍ତାନରେ ବନ୍ଦୀ ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ମୁକୁଳିବା ନେଇ ଆଜି କରିପାରନ୍ତି ଅପିଲ୍ ।

9. ଆଜି ଶିଶୁ ଶ୍ରମିକ ବିରୋଧୀ ଦିବସ । ଶିଶୁ ଶ୍ରମିକ ବିରୋଧରେ ସଚେତନତା ସୃଷ୍ଟି ଦିବସ ପାଳନର ଉଦ୍ଦେଶ୍ୟ ।

10. ଆଜି ୟୁରୋ 2020 ଆରମ୍ଭ । ଶ୍ରେଷ୍ଠ 24 ଦଳକୁ ନେଇ ପ୍ରତିଯୋଗିତା ଚାଲିବ ।

Last Updated : Jun 12, 2021, 7:35 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.