ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : May 29, 2021, 7:04 AM IST

Updated : May 29, 2021, 7:19 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ଆଜିଠୁ ମାଟ୍ରିକ ଅପଲୋଡ କାର୍ଯ୍ୟ ଆରମ୍ଭ । ଜୁଲାଇରେ ଫଳ ପ୍ରକାଶ ।

2. ଆଜି ବାଲେଶ୍ବର, ଜଗତସିଂହପୁର ଓ ସୋନପୁରରେ ଟୀକାକରଣ ବନ୍ଦ । ଅନ୍ୟ 603 କେନ୍ଦ୍ରରେ ଦିଆଯିବ ଟିକା ।

3. ଆଜି ପୂର୍ବତଟ ରେଳପଥର 10ଟି ବିଶେଷ ଟ୍ରେନ ବାତିଲ । ଯାତ୍ରୀ ଅଭାବରୁ ନିଆଯାଇଛି ନିଷ୍ପତ୍ତି ।

4. ମହାମାରୀ ପାଇଁ ଆଜି ବି ଅନ୍ତର୍ଜାତୀୟ ବିମାନ ସେବାକୁ ବାତିଲ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ।

5. ବାତ୍ୟା ୟସ୍‌ ଯୋଗୁଁ ଆଜି ୟୁପି, ବିହାର ଓ ସିକିମରେ ପ୍ରବଳ ବର୍ଷା ସମ୍ଭାବନା ।

6. ଆଜି ଦେଶର କୋଭିଡ ସ୍ଥିତିକୁ ନେଇ ପୁଣି ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ।

7. ଆଜି କୋଭିଡକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ ।

8. ଆଜି ଅନ୍ତର୍ଜାତୀୟ ଏଭରେଷ୍ଟ ଦିବସ । 68 ବର୍ଷ ତଳେ ଆଜିର ଦିନରେ ସାର ଏଡମମଣ୍ଡ ଓ ତେନଜିଂ ନର୍ଗେ ପ୍ରଥମେ ଆରୋହଣ କରିଥିଲେ ଏଭରେଷ୍ଟ ।

9. ଆଜି BCCIର ଗୁରୁତ୍ବପୂର୍ଣ୍ଣ ବୈଠକ । ଆଇପିଏଲ ଓ ଟି-20 ବିଶ୍ବକପ ସମ୍ପର୍କରେ ନିଆଯିବ ନିଷ୍ପତ୍ତି ।

10. ଆଜି ରାଜ୍ୟରେ କାଳବୈଶାଖୀ ସମ୍ଭାବନା । 31 ତାରିଖରୁ ବୃଦ୍ଧି ପାଇବ ବର୍ଷା ।

Last Updated : May 29, 2021, 7:19 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.