ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଦିନର ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : May 24, 2021, 7:06 AM IST

Updated : May 24, 2021, 7:27 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜି ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହେବ ବାତ୍ୟା ୟସ୍‌ । 26ରେ ଅତି ଭୀଷଣ ବାତ୍ୟା ରୂପରେ ପାରାଦ୍ବୀପ ଓ ସାଗରଦ୍ବୀପରେ କରିବ ଲ୍ୟାଣ୍ଡଫଲ ।

2. ଆଜି ବାଲେଶ୍ବରରେ ବନ୍ଦ ରହିବ ଟୀକାକରଣ । ବାକି ଜିଲ୍ଲାର 799 ଟିକାକେନ୍ଦ୍ରରେ ଜାରି ରହିବ ଟିକାଦାନ ।

3. ରାଜ୍ୟ ସରକାର ମଦ ବ୍ୟବସାୟୀଙ୍କ ଲାଇସେନ୍ସ ଫି ଛାଡ ପ୍ରସଙ୍ଗ । ଆଜି ସମସ୍ତ ଜିଲ୍ଲାପାଳଙ୍କ ଅଫିସ ଆଗରେ କଂଗ୍ରେସର ଧାରଣା ।

4. ସଂକ୍ରମଣରେ ବ୍ରେକ ଲଗାଇବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ଆଜିଠୁ ରାଜ୍ୟରେ ଆଶା ଓ ANMମାନେ ଘରକୁ ଘର ବୁଲି କରିବେ ସର୍ଭେ ।

5. ଆଜିଠୁ ଭୁବନେଶ୍ବର ଓକିଲ ସଂଘର 18ରୁ 44 ବର୍ଷୀୟ ସଦସ୍ୟଙ୍କୁ ବିଏମସି ଦେବ କୋଭିଡ ଟିକା ।

6. କେନ୍ଦ୍ର କୃଷି ଆଇନ ବିରୋଧରେ ଆଜି ସ୍ଥାନୀୟ ଥାନା ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ବାସଭବନ ଘେରାଉ କରିବେ କୃଷକଙ୍କ ବିକ୍ଷୋଭ କାର୍ଯ୍ୟକ୍ରମ ।

7. ଆଜି ଆମେରିକା ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । କୋଭିଡକୁ ନେଇ ଉଭୟ ଦେଶର ସହଭାଗିତା ଉପରେ କରିବେ ଆଲୋଚନା ।

8. ଆଜିଠୁ ମେ 30 ତାରିଖ ପର୍ଯ୍ୟନ୍ତ ତାମିଲନାଡୁରେ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ ।

9. ଏସିଆନ ବକ୍ସିଂ ଚମ୍ପିଆନସିପ ପାଇଁ ଆଜିଠୁ ଦୁବାଇରେ ଭାରତୀୟ ବକ୍ସର କ୍ୟାମ୍ପେନ ଆରମ୍ଭ ।

10. ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ ମୟୂରଭଞ୍ଜ,ମାଲକାନଗିରି ଓ କୋରାପୁଟରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ।

Last Updated : May 24, 2021, 7:27 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.