ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଆଜି ଦିନର ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : May 18, 2021, 7:05 AM IST

Updated : May 18, 2021, 7:23 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜି ଲକଡାଉନକୁ ନେଇ ଅପରାହ୍ନ ସାଢେ 4ଟାରେ ବଡ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ।

2. ଆଜି ସୋନପୁର ଜିଲ୍ଲାରେ ଟୀକାକରଣ ବନ୍ଦ । ଅନ୍ୟ 29 ଜିଲ୍ଲାର 720ଟି କେନ୍ଦ୍ରରେ ଦିଆଯିବ ଟିକା ।

3. ଆଜି ରାଜ୍ୟ ଓ ଜିଲ୍ଲା ଅଧିକାରୀଙ୍କ ସହ କୋଭିଡ ପରିଚାଳନା ସମ୍ପର୍କରେ ଆଲୋଚନା କରିବେ ମୋଦି ।

4. ଆଜି ବି ବୟସ୍କଙ୍କ ପାଇଁ ରାଜ୍ୟରେ ଜାରି ରହିବ ଡୋରଷ୍ଟେପରେ ଟିକା ଓ ଟେଷ୍ଟିଂ ସୁବିଧା ।

5. ଆଜି ରାଜ୍ୟରେ ତାଲାବନ୍ଦର 13 ଦିନ । କଡାକଡି ଚାଲିଛି ଯାଞ୍ଚ ପ୍ରକ୍ରିୟା ।

6. ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ କୋଭିଡ ସ୍ଥିତି ସମୀକ୍ଷା । ଅପରାହ୍ନରେ ପ୍ରେସମିଟ ।

7. ଆଜିଠୁ ମେ 25 ପର୍ଯ୍ୟନ୍ତ ପୁଣି ଉତ୍ତରାଖଣ୍ଡରେ ବଢିଲା ଲକଡାଉନ ।

8. ଆଜି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ । ଚଳିତବର୍ଷର ଥିମ ରହିଛି ସଂଗ୍ରହାଳୟର ଭବିଷ୍ୟତ: ପୁନରୁଦ୍ଧଆର ଏବଂ ପୁନଃପରିକଳ୍ପନା ।

9. ଆଜି ମଧ୍ୟ ବିଶ୍ବ ଏଡସ ଟିକା ସଚେତନତା ଦିବସ । ଟିକା ଗବେଷକଙ୍କୁ ଉତ୍ସାହିତ କରିବା ଦିବସର ଲକ୍ଷ୍ୟ ।

10. ଆଜି ବି ରାଜ୍ୟର ପାଗ ଶୁଖିଲା ରହିବ । ଆସନ୍ତା 20ରୁ କାଳବୈଶାଖୀ ସମ୍ଭାବନା ।

Last Updated : May 18, 2021, 7:23 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.