ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଆଜି ଦିନର ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : May 17, 2021, 7:04 AM IST

Updated : May 17, 2021, 7:20 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. କୋଭିଡ ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ ।

2. ଆଜିଠୁ ରାଜଧାନୀବାସୀଙ୍କୁ ଡୋର ଷ୍ଟେପରେ ଟିକା ଓ ଟେଷ୍ଟିଂର ସୁବିଧା ଯୋଗାଇବ BMC ।

3. ଆଜି ପ୍ରତିରକ୍ଷାମନ୍ତ୍ରୀ ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ DRDOର ପ୍ରଥମ ପର୍ଯ୍ୟାୟ ଔଷଧକୁ ରିଲିଜ କରିବେ ।

4. ଆଜି ରାଜ୍ୟର ଶିକ୍ଷା ସଚିବଙ୍କ ସହ ଶିକ୍ଷା କ୍ଷେତ୍ରରେ ମହାମାରୀର ପ୍ରଭାବକୁ ନେଇ ବୈଠକ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ।

5. ରାଜଧାନୀରେ ଆଜିଠୁ ମେ 22 ତାରିଖ ପର୍ଯ୍ୟନ୍ତ 44 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଦିଆଯିବ 2ୟ ଡୋଜ ଡ୍ରାଇଭ ଇନ ଟିକା ।

6. ଆଜି ରାଜ୍ୟରେ ଲକଡାଉନର ଦ୍ବାଦଶ ଦିନ । ଲକଡାଉନକୁ ଆଉ 10 ଦିନ ବଢାଇବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ।

7. ଆଜିଠୁ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହେବ ମଦର ହୋମ-ଡେଲିଭରି । ଓଡିଶା ରାଜ୍ୟ ପାନୀୟ ନିଗମ ୱେବସାଇଟରୁ ଅର୍ଡର କରିପାରିବେ ଗ୍ରାହକ ।

8. ସଂକ୍ରମଣ କମୁନଥିବାରୁ ପୁଣି ଆଜିଠୁ ମେ 24 ଯାଏଁ ଦିଲ୍ଲୀ ଓ ପଞ୍ଜାବରେ ବଢିଲା ଲକଡାଉନ ।

9. ଆଜି ସ୍ବଦେଶରେ ପହଞ୍ଚିବେ IPL ଖେଳୁଥିବା ଅଷ୍ଟ୍ରେଲୀୟ କ୍ରିକେଟର ।

10. ଆଜି ରାଜ୍ୟରେ ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ । ଆସନ୍ତା 19ରୁ 21 ବାତ୍ୟା ପ୍ରଭାବରେ ହୋଇପାରେ ବର୍ଷା ।

Last Updated : May 17, 2021, 7:20 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.