ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଆଜି ଦିନର ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : May 16, 2021, 7:01 AM IST

Updated : May 16, 2021, 7:17 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜି ରାଜ୍ୟର 8 ଜିଲ୍ଲାରେ ଟୀକାକରଣ ବନ୍ଦ । ବାକି ଜିଲ୍ଲାର 210 କେନ୍ଦ୍ରରେ ଦିଆଯିବ ଟିକା ।

2. ଆଜି ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚ୍ଚୁଆଲ ଟୁର । ପ୍ରଦର୍ଶିତ ହେବ ଲାଞ୍ଜିଆ ସଉରା ଜନଜାତିଙ୍କ ସୋପାନ କୃଷି ।

3. 1.92 କୋଟି ଡୋଜ ଟିକା ମାଗଣାରେ ଯୋଗାଇବ କେନ୍ଦ୍ର । ଆଜିଠୁ ମେ 31 ଭିତରେ ବିଭିନ୍ନ ରାଜ୍ୟକୁ ମିଳିବ ଟିକା ।

4. ଆଜି ବାତ୍ୟା ତାଉ'ତେ ଭୟଙ୍କର ବାତ୍ୟାର ରୂପ ନେବ । ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ମେ 18 ରେ ଗୁଜୁରାଟ ଉପକୂଳ ଛୁଇଁବ ।

5. ଆଜିଠୁ ମେ 30 ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଲକଡାଉନ ।

6. ଆଜିଠୁ ମେ 31 ତାରିଖ ପର୍ଯ୍ୟନ୍ତ ଛତିଶଗଡ଼ରେ ବଢିଲା ଲକଡ଼ାଉନ ।

7. ଆଜି ଆସାମରେ ଜାରି ହେବ କୋରୋନାର ନୂଆ ଗାଇଡଲାଉନ । ଦିନ 11ରୁ ବନ୍ଦ ହେବ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ।

8. ବାତ୍ୟା ତାଉ'ତେ ପାଇଁ ଆଜି ପଶ୍ଚିମ ରେଳପଥର 11 ଯୋଡା ଟ୍ରେନ ବାତିଲ କଲା ଭାରତୀୟ ରେଳବାଇ ।

9. ଗାଜାରେ ମିଡିଆ ହାଉସକୁ ଇସ୍ରାଏଲର ଆକ୍ରମଣ । ଆଜି ବସିବ ଜାତିସଂଘର ସୁରକ୍ଷା ପରିଷଦ ବୈଠକ ।

10. ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶୁଖିଲା ରହିବ ପାଗ । କେବଳ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ବର୍ଷା ସମ୍ଭାବନା ।

Last Updated : May 16, 2021, 7:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.