ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଆଜି ଦିନର ବଡ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : May 15, 2021, 7:06 AM IST

Updated : May 15, 2021, 7:24 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜି ପବିତ୍ର ଅକ୍ଷୟ ତୃତୀୟା । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ସହିତ ମୁଠି ଅନୁକୂଳ କରିବେ ଚାଷୀଭାଇ ।

2. ଆଜି ମହାପ୍ରଭୁ ଜଗନ୍ନାଥଙ୍କ 21 ଦିନିଆ ବାହାର ଚନ୍ଦନଯାତ୍ରା । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ଖେଳିବେ ଚାପ ।

3. ଅକ୍ଷୟ ତୃତୀୟା ଅବସରରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ 22 ଦିନିଆ ଚନ୍ଦନଯାତ୍ରା ଆରମ୍ଭ ।

4. ଆଜି ଝଙ୍କଡ଼ ମା' ଶାରଳାଙ୍କ ପୀଠରେ ମଧ୍ୟ ହେବ ଚନ୍ଦନଯାତ୍ରା । ମନ୍ଦିର ପରିସରରେ 144 ଧାରା ଲାଗୁ କରିଛି ଜିଲ୍ଲା ପ୍ରଶାସନ ।

5. ଆଜି ରାଜ୍ୟର 10 ଜିଲ୍ଲାରେ ଟୀକାକରଣ ବନ୍ଦ । ବାକି ଜିଲ୍ଲାର 217 କେନ୍ଦ୍ରରେ ହେବ ଟିକା ଦାନ ।

6. ଆଜି ଅପରାହ୍ନ 3ଟାରୁ ଜୁନ 4 ରାତି 9ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଫାଣ୍ଡି ନିକଟରୁ ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ 144 ଧାରା ଲାଗୁ ।

7. ଚନ୍ଦନଯାତ୍ରାରେ ନିୟୋଜିତ ଥିବା 45 ବର୍ଷରୁ ଊର୍ଦ୍ଧ୍ବ ବୟସର ସେବାୟତମାନଙ୍କୁ ଆଜି ସକାଳ 8ଟାରୁ ଦିଆଯିବ ଟିକା ।

8. ଆଜି ମଧ୍ୟରାତ୍ରରୁ କୋ-ୱିନ ପୋର୍ଟାଲରେ ହେବ ପରିବର୍ତ୍ତନ । କୋଭିସିଲ୍ଡର 2ୟ ଡୋଜର ଅବଧି 42ରୁ 84 ଦିନକୁ ବୃଦ୍ଧି ।

9. ଆଜି ବାତ୍ୟା 'ତଉକତେ' ଘୂର୍ଣ୍ଣିବାତ୍ୟାର ରୂପ ନେବ !

10. ଆଜି ରାଜ୍ୟର 15 ଜିଲ୍ଲାରେ ଝଡବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

Last Updated : May 15, 2021, 7:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.