ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - TODAYS NEWS

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : May 8, 2021, 7:02 AM IST

Updated : May 8, 2021, 7:18 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଦଶମ ଶ୍ରେଣୀ ମୂଲ୍ୟାଙ୍କନ ପ୍ରକ୍ରିୟା ଶୃଙ୍ଖଳିତ କରିବାକୁ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ବସିବ ବୋର୍ଡ କର୍ତ୍ତୃପକ୍ଷଙ୍କ ବୈଠକ ।

2. ଆଜିଠୁ କୋୱିନରେ କାର୍ଯ୍ୟକାରୀ ହେବ 4 ସଂଖ୍ୟା ବିଶିଷ୍ଟ ସିକ୍ୟୁରିଟି କୋଡ ବ୍ୟବସ୍ଥା । ଟୀକାକରଣ ସମ୍ବନ୍ଧିତ ତ୍ରୁଟି ସୁଧାରିବାକୁ ଲକ୍ଷ୍ୟ ।

3. ଆଜି ରାଜ୍ୟରେ ତାଲାବନ୍ଦର 4ର୍ଥ ଦିନ । ପ୍ରଶାସନର ଜୋରଦାର ଚେକିଂ ଜାରି ।

4. ଆଜି ଭାରତରେ ଜାପାନରୁ ଆସି ପହଁଞ୍ଚିବ 100 ଟି ଅକ୍ସିଜେନ କନସେଣ୍ଟ୍ରେଟର । ଆହୁରି 200 ଅକ୍ସିଜେନ କନସେଣ୍ଟ୍ରେଟର ଓ 300 ଭେଣ୍ଟିଲେଟର ଦେବ ଜାପାନ ।

5. ଆଜିଠୁ ମେ 16 ତାରିଖ ପର୍ଯ୍ୟନ୍ତ କେରଳରେ ଲାଗୁ ହେବ ଲକଡ଼ାଉନ ।

6. ମହାରାଷ୍ଟ୍ରରେ ଅସମ୍ଭାଳ କୋଭିଡ ସ୍ଥିତି । ଆଜି ରାଜ୍ୟରେ ପହଞ୍ଚିବ ଏହାର 3ୟ ଅମ୍ଳଜାନ ଏକ୍ସପ୍ରେସ ।

7. ଆଜି ଦେଶର କୋଭିଡ ସ୍ଥିତି ନେଇ ପୁଣି ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ ।

8. ଆଜି ରାଜ୍ୟରେ କୋରୋନାର ସ୍ଥିତି ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

9. ଆଜି ବିଶ୍ବ ରେଡ଼କ୍ରସ୍ ଦିବସ । ସାରା ବିଶ୍ବରେ 9.7 କୋଟି ରେଡକ୍ରସ କର୍ମୀ ଲୋକଙ୍କୁ ଯୋଗାଉଛନ୍ତି ସେବା ।

10. ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ଆସନ୍ତା 3 ଦିନ ଯାଏଁ ଜାରି ରହିବ କାଳବୈଶାଖୀ ।

Last Updated : May 8, 2021, 7:18 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.