ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
author img

By

Published : Apr 29, 2021, 7:00 AM IST

Updated : Apr 29, 2021, 7:36 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ରାଜ୍ୟରେ ଟିକା ଅଭାବରୁ ଆଜି 12 ଜିଲ୍ଲାରେ ଟୀକାକରଣ ବନ୍ଦ ।

2. ରାଜଧାନୀରେ ବିଗୁଡିଛି କୋରୋନା ସ୍ଥିତି । ଆଜିଠୁ ବିଭିନ୍ନ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବେ ସରକାର ।

3. ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଅନ୍ତିମ ତଥା 8ମ ପର୍ଯ୍ୟାୟ ଭୋଟ ଗ୍ରହଣ ।

4. ଆଜି ସନ୍ଧ୍ୟାରୁ ଜମ୍ମୁକାଶ୍ମୀରର 11 ଜିଲ୍ଲାରେ ଲାଗୁ ହେବ 84 ଘଣ୍ଟିଆ ଲକଡାଉନ ।

5. ଆଜି ଉତ୍ତରପ୍ରଦେଶର ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । 17ଟି ଜିଲ୍ଲାରେ 2.10ଲକ୍ଷ ଆସନରେ ହେବ ମତଦାନ ।

6. ପୁରୀରେ ସଂକ୍ରମଣ ରୋକିବାକୁ ଅଣ୍ଟା ଭିଡିଲେ ବ୍ୟବସାୟୀ ସଂଘ । ଆଜିଠୁ ମେ 15 ତାରିଖ ପର୍ଯ୍ୟନ୍ତ ଅପରାହ୍ନ 2ଟା ପରଠାରୁ ପୁରୀରେ ବନ୍ଦ ରହିବ ସମସ୍ତ ଦୋକାନବଜାର ।

7. ଆଜିଠୁ ରାଜଧାନୀରେ ଭର୍ଚ୍ଚୁଆଲରେ ଚାଲିବ କୋର୍ଟ । ବିଚାରପତି ଓ କର୍ମଚାରୀଙ୍କ ସଂକ୍ରମିତ ହେଲା ପରେ ନିଆଗଲା ନିଷ୍ପତ୍ତି ।

8. ଆଜି ଅନ୍ତର୍ଜାତୀୟ ନୃତ୍ୟ ଦିବସ । ୟୁନେସ୍କୋର ଆନୁକୁଲ୍ୟରେ 1982ରୁ ପାଳିତ ହେଉଛି ଏହି ଦିବସ ।

9. ଆଜିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ 4 ଦିନ ଯାଏଁ ଲାଗି ରହିବ କାଳବୈଶାଖୀ ।

10. ଆଜି ଆଇପିଏଲରେ ମୁମ୍ବାଇ-ରାଜସ୍ଥାନ ଓ କେକେଆର-ଦିଲ୍ଲୀ ହେବେ ମୁହାଁମୁହିଁ ।

Last Updated : Apr 29, 2021, 7:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.