ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ETV Bharat'

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Mar 23, 2021, 7:10 AM IST

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1-ଆଜି ଗାନ୍ଧିଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି । ବିଧାନସଭାରେ ଆଜି ସ୍ବତନ୍ତ୍ର ଆଲୋଚନା ।

2- ଆଜି ଖୋଲିବ କପିଳେଶ୍ବର ମନ୍ଦିର । ଉଭୟ ମଲିଆ ଓ ଖୁଣ୍ଟିଆ ସେବାୟତ କରିବେ ବାବା କପିଳନାଥଙ୍କ ସେବା ।

3-ଆଜି ସହିଦ ଦିବସ । ସୁଖଦେବ, ଭଗତ ସିଂ ଓ ରାଜଗୁରୁଙ୍କୁ ସାରା ଦେଶ କରୁଛି ସ୍ମରଣ। ସ୍ବାଧିନତାର ଅମୃତ ମହୋତ୍ସବରେ ବିଶେଷ କାର୍ଯ୍ୟକ୍ରମ ।

4- ଆଜି କେନ୍ଦ୍ର ସରକାରଙ୍କ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ହେବ ସମୀକ୍ଷା ବୈଠକ ।

5-ଆଜି ସିନ୍ଧୁ ଜଳ ଆବଣ୍ଟନକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଗୁରୁତ୍ବର୍ଣ୍ଣ ବୈଠକ ।

6- ଆଜି ଦେଶର କୋରୋନା ସ୍ଥିତି ଓ ଟୀକାକରଣ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପ୍ରେସମିଟ ।

7- ଆଜି ବିଜେପି ସଂସଦୀୟ ବୋର୍ଡ ବୈଠକ । ପୂର୍ବାହ୍ନ 9.30 ରେ ବସିବ ବୈଠକ ।

8- ଆଜି ଆସାମ ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଜାରି କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

9- ଆଜି ଆସାମରେ ମେଗା ରାଲି କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

10-ଆଜି ପୁନେରେ ଖେଳାଯିବ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.