ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର
ଆଜି ଦିନର ବଡ ଖବର
author img

By

Published : Mar 18, 2021, 7:17 AM IST

ଆଜି ଦିନର ବଡ ଖବର

1-ଆଜି ନିର୍ବାଚନ ଆୟୋଗଙ୍କ ଉଚ୍ଚସ୍ତରୀୟ ବୈଠକ । 4 ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ନେଇ କରିବେ ସମୀକ୍ଷା ।

2- ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ କୋଭିଡ ସମୀକ୍ଷା ବୈଠକ । ଅପରାହ୍ନରେ ପ୍ରେସମିଟ ।

3- ଆଜି ବିଭିନ୍ନ ବୃହତ କେନ୍ଦ୍ରୀୟ ପ୍ରକଳ୍ପର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ।

4- ଆଜି ସଂସଦ ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ଅଷ୍ଟମ ଦିନ ।

5- ଆଜି ରାଜ୍ୟସଭାରେ ଆସିବ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ । ସରକାରଙ୍କ ଆଭିମୁ୍ଖ୍ୟକୁ ସମର୍ଥନ ପାଇଁ ଦଳୀୟ ସାଂସଦଙ୍କୁ ବିଜେପିର ହ୍ବିପ ଜାରି ।

6- ଆଜି ଆସାମରେ ମାରାଥନ ନିର୍ବାଚନ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି ।

7- ଆଜି ପଶ୍ଚିମବଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର । ସାମିଲ ହେବେ ଶୁଭେନ୍ଦୁ ଅଧିକାରୀଙ୍କ ପରିବାର ।

8- ଆଜି ରାଜ୍ୟ ବିଧାନସଭାର ଷଷ୍ଠ ଦିନ । ଅଧିବେଶନ ପୂର୍ବରୁ ବସିପାରେ ସର୍ବଦଳୀୟ ବୈଠକ ।

9- ଆଜି ବିବାଦୀୟ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ନିୟମିତ ଜାମିନ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ ।

10- ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟି-ଟ୍ବେଣ୍ଟି । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ମ୍ୟାଚ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.