ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Feb 23, 2021, 7:01 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ବଡ ଖବର
ବଡ ଖବର
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜି ଆଇଆଇଟି ଖଡଗପୁରର 66 ତମ କନଭୋକେସନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।

2.ଆଇଆଇଟି ଖଡଗପୁରର 66ତମ ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀ ।

3. ଆଜି DRDOର ଅନେକ ପ୍ରକଳ୍ପ ଉଦଘାଟନ କରିବେ ପ୍ରତିରକ୍ଷା ମନ୍ତ୍ରୀ ।

4. ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ କୋଭିଡ ସମୀକ୍ଷା ବୈଠକ । ଅପରାହ୍ନରେ ପ୍ରେସମିଟ ।

5. ଆଜି ପୋଷ୍ଟ ବଜେଟ ସମ୍ପର୍କରେ ବିଭିନ୍ନ ବିତ୍ତଶାଳୀ ପ୍ରତିନିଧିଙ୍କ ସହ ଆଲୋଚନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

6. ମରିସସ ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆଜି ଶେଷ ଦିନ । ଆଜି ଆସିବ ଉଭୟ ଦେଶର ଯୁଗ୍ମ ବିବୃତ୍ତି ।

7. ଆଜିଠୁ ଜେଇଇ ମେନ୍‌ । ଓଡିଶାର 17ଟି ସହରରେ ପରୀକ୍ଷା କେନ୍ଦ୍ର ।

8. ଆଜି ବଜେଟ ଅଧିବେଶନର ଷଷ୍ଠ ଦିବସ । ଗତକାଲି ଆସିଥିଲା ବଜେଟ ।

9. ଆଜିଠୁ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ । ମାର୍ଚ୍ଚ 2 ଯାଏ ଚାଲିବ ।

10. ଆଜି ISLରେ ଇଷ୍ଟ ବେଙ୍ଗଲ ଓ ନର୍ଥ ଇଷ୍ଟ ୟୁନାଇଡେଟ ମଧ୍ୟରେ ଟକ୍କର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.