ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Jan 7, 2021, 6:59 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ବଡ ଖବର
ବଡ ଖବର
ବଡ ଖବର

1. ଆଜି ଭାରତ- ଫ୍ରାନ୍ସ ମଧ୍ୟରେ ବାର୍ଷିକ ଦ୍ବିପାକ୍ଷିକ ରଣନୀତି ବୈଠକ । ଭାରତ ପକ୍ଷରୁ ନେତୃତ୍ବ ନେବେ NSA ଅଜିତ ଡୋଭାଲ ।

2. ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ IIT ଓ JEEର ନାମଲେଖା ପାଇଁ ମାନଦଣ୍ଡ କରିବେ ଘୋଷଣା ।

3. ଆଜି ପ୍ରଧାନମନ୍ତ୍ରୀ ୱେଷ୍ଟର୍ଣ୍ଣ ଡେଡିକେଟେଡ ଫ୍ରେଟ କରିଡରର ନିଉ ରେୱାରି-ନିଉ ମଦାର ସେକ୍ସନକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

4. ଆଜି 1.5 କିମି ଲମ୍ବ ଡବଲ ଷ୍ଟାକ ଲଙ୍ଗହାଉଲ କଣ୍ଟେନର ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

5. ଆଜି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବଜେଟ ପ୍ରସ୍ତୁତି ବୈଠକ । ବିଭିନ୍ନ ମନ୍ତ୍ରଣାଳୟ ଅଧିକାରୀଙ୍କ ସହ କରିବେ ଆଲୋଚନା ।

6. କୋଭିଡ ଟିକା ବିତରଣ ପ୍ରସ୍ତୁତି । ଆଜି ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ।

7. ଆଜି ଓଡିଶା ଆସିବେ ବିଜେପି ରାଜ୍ୟ ପ୍ରଭାରୀ । ବିଭିନ୍ନ ଦଳୀୟ ବୈଠକରେ ହେବେ ସାମିଲ ।

8. ଆଜି ନାଲକୋର 41ତମ ପ୍ରତିଷ୍ଠା ଦିବସରେ ସାମିଲ ହେବେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ।

9. ଆଜି ରାଜ୍ୟର ବିଭିନ୍ନ ପ୍ରକଳ୍ପ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

10. ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.