ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Jan 1, 2021, 7:04 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜି ନୂଆବର୍ଷ । ଇଂରାଜୀ ନବବର୍ଷକୁ ନିରବରେ ସ୍ବାଗତ କଲା ବିଶ୍ବ ।

2. ଆଜି ଭକ୍ତଙ୍କୁ ଶ୍ରୀମନ୍ଦିର ମନା । 3ରୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ ।

3. ଆଜି ଦାୟିତ୍ବ ନେବେ ନୂଆ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

4. ଆଜି ଭାରତ ସହରୀ ଦୃଶ୍ୟପଟ୍ଟକୁ ପରିବର୍ତ୍ତନ ପାଇଁ ବତୀ ଘର ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।

5.PMAY ଓ ଆଶା ଇଣ୍ଡିଆ ପୁରସ୍କାର ବିତରଣ କରିବେ ପ୍ରଧାନମନ୍ତ୍ରୀ ମୋଦି ।

6.ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ନୂଆ ପ୍ରକଳ୍ପର କରିବେ ଘୋଷଣା ।

7. ଆଜିଠୁ ବାଇକ୍‌ରେ ଡବଲ ହେଲମେଟ୍‌ ବାଧ୍ୟତାମୂଳକ ।

8. ଆଜିଠୁ କିଛି ପୁରୁଣା ସ୍ମାର୍ଟଫୋନରେ କାମ କରିବନି ହ୍ବାଟ୍ସଆପ୍‌ ।

9.ଆଜିଠୁ ଜିଓରୁ ଅନ୍ୟ ନେଟୱାର୍କକୁ ନିଶୁଳ୍କ ଭଏସ କଲ ।

10. ଆଜିଠୁ ରାଜ୍ୟରେ ଦୁଇ ଦିନ ଲାଗି ରହିବ କୁହୁଡି । ଶୀତ ବି ବଢିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.