ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Dec 26, 2020, 7:01 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର
ଆଜି ଦିନର ବଡ ଖବର
ଆଜି ଦିନର ବଡ ଖବର

1. ଆଜି ଜମ୍ମୁ କଶ୍ମୀରରେ ସମସ୍ତଙ୍କ ପାଇଁ ଆୟୁଷ୍ମାନ ଭାରତ ପିଏମ-ଜେଏୱାଇ ସେହତ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ ।

2. ଆଜି ଡାମନଡିଉ ଓ ଦାଦ୍ରାରେ ଅନେକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ରାଷ୍ଟ୍ରପତି ।

3. ଆଜି RBI ଓ ଅର୍ଥ ମନ୍ତ୍ରଣାଳୟ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ । ଆଗାମୀ ବଜେଟ ପାଇଁ ହେବ ଆଲୋଚନା ।

4. ଆଜି 6 ଟି ବଡ ଏମଏସଏମଇ ପ୍ରକଳ୍ପ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।

5. ଆଜି ରେଳ ମନ୍ତ୍ରଣାଳୟ ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ମଧ୍ୟରେ ଚୁକ୍ତିନାମା । ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ହେବ ରାଜିନାମା ।

6. ଆଜି କୃଷି ଆନ୍ଦୋଳନକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ଆଜି ହୋଇପାରେ ଶେଷ ନିଷ୍ପତ୍ତି ।

7. ଆଜି କଂଗ୍ରେସର ଗୁରୁତ୍ବପୂର୍ଣ୍ଣ ବୈଠକ । ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ନେଇ ହେବ ମାନସମନ୍ଥନ ।

8. ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଦଳୀୟ କାର୍ଯ୍ୟାଳୟରେ ସାରାଦିନ ପ୍ରତିଷ୍ଠା ଦିବସ ହେବ ପାଳନ ।

9. ଆଜି ଠାରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ପୁରୀବାସୀ ।

10. ଆଜି ଠାରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.