ETV Bharat / bharat

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ...

NEWS TODAY
ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର
author img

By

Published : Nov 24, 2020, 7:15 AM IST

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର

1- ଆଜି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ । ଆଗାମୀ ବଜେଟକୁ ନେଇ ହେବ ଆଲୋଚନା ।

2- ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗୁରୁତ୍ବପୂର୍ଣ୍ଣ ବୈଠକ । ବିଭିନ୍ନ ପ୍ରସଙ୍ଗରେ ହେବ ସ୍ଥିତି ସମୀକ୍ଷା ।

3- ଦକ୍ଷିଣ ଭାରତରେ ସାମ୍ଭାବ୍ୟ ବାତ୍ୟା ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ, NDRF, IMD ଓ NDMA ମଧ୍ୟରେ ବୈଠକ । ବାତ୍ୟା ମୁକାବିଲା ନେଇ ହେବ ରଣନୀତି ।

4- ଆଜି ବିଜେପିର ଉଚ୍ଚସ୍ତରୀୟ ବୈଠକ । ବିଭିନ୍ନ ରାଜ୍ୟ ପ୍ରସଙ୍ଗରେ ହେବ ଆଲୋଚନା ।

5- ଆଜି ଠାରୁ 3 ଦିନିଆ ଓଡିଶା ଗସ୍ତରେ ଆସିବେ RSS ମୁଖ୍ୟ ମୋହନ ଭାଗବତ ।

6- ହିମାଚଳର 4 ଟି ଜିଲ୍ଲାରେ ରାତ୍ରି କର୍ଫ୍ୟୁ ଜାରି । ଡିସେମ୍ବର 31 ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ ।

7-ଆଜି ସର୍ବାଧିକ କୋରୋନା ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ । କୋରୋନା ସ୍ଥିତି ଓ ଟିକା ବଣ୍ଟନ ଉପରେ କରିବେ ଆଲୋଚନା ।

8 - ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ପଞ୍ଚମ ଦିନ । ଆସିବ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ ।

9 -ଆଜି ଚେନ୍ନାଇୟିନ ଏଫସି-ଜାମସେଦପୁର ଏଫସି ମଧ୍ୟରେ ଖେଳାଯିବ ISL-7ର 5ମ ମ୍ୟାଚ ।

10- ରାଜ୍ୟରେ କୋରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷୀ ବୈଠକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.