ETV Bharat / bharat

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର... - ପ୍ରମୁଖ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

NEWS TODAY
ଆଜି ଦିନର ବଡଖବର
author img

By

Published : Nov 8, 2020, 7:08 AM IST

ଆଜି ଦିନର ବଡଖବର

1- ଆଜି ଗୁଜୁରାଟର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୋଦି । ସୁରତରୁ ସୌରାଷ୍ଟ୍ର ମଧ୍ୟରେ ହେବ ଜଳମାର୍ଗ ଯାତ୍ରା ଆରମ୍ଭ । VC ଯୋଗେ କାର୍ଯ୍ୟକ୍ରମ ।

2- ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ । ଦୀପାବଳି ପୂର୍ବରୁ ଅର୍ଥନୈତିକ ପ୍ୟାକେଜ ଉପରେ ହୋଇପାରେ ନିଷ୍ପତ୍ତି ।

3- ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସନଡେ ସମ୍ବାଦ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ସାମିଲ ହେବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ।

4- ଆଜି କେନ୍ଦ୍ର MSME ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପ ଉଦଘାଟନ । ଉଦଘାଟନ କରିବେ ବିଭାଗୀୟ ମନ୍ତ୍ରୀ ଗଡକରୀ ।

5- ଆଜି ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ସ୍ଥଳସେନା ମୁଖ୍ୟ GENERAL MM ନରୱଣେ ।

6- ବିହାର ନିର୍ବାଚନ ଶେଷ ହେବାପରେ ଆଜି ବିଜେପି ରାଷ୍ଟ୍ରୀୟ ସମ୍ପାଦକ ଓ ଉପାଧ୍ୟକ୍ଷଙ୍କ ସହ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବୈଠକ ।

7- ଏକଜିଟ ପୋଲ ଆସିବା ପରେ ମହାଗଠବନ୍ଧନର ଆଜି ଜରୁରୀ ବୈଠକ ।

8-ଆଜି ମିଆଁମାରରେ ଭୋଟ । ସଂସଦର ଉଭୟ ସଦନ ଓ ପ୍ରାଦେଶିକ ବିଧାନସଭା ପାଇଁ ହେବ ମତଦାନ ।

9-ବିମୁଦ୍ରୀକରଣକୁ ଆଜି ପୂରୁଛି 4 ବର୍ଷ । ଦୁର୍ନୀତି, କଳାଟଙ୍କା କାଢିବାକୁ 2016 ରେ ଅଚଳ ହୋଇଥିଲା ହଜାରେ ଓ 500 ଟଙ୍କିଆ ନୋଟ ।

10- ଆଜି IPL ଦ୍ବିତୀୟ କ୍ବାଲିଫାୟାର ମ୍ୟାଚ । ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ମୁକାବିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.