ETV Bharat / bharat

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର... - ଦେଶ-ଦୁନିଆ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ...

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...
ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...
author img

By

Published : Nov 12, 2020, 7:27 AM IST

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

1.ଆଜି ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ । ଅତିରିକ୍ତ ବଜେଟରେ ଲାଗିବ ମୋହର ।

2.17 ତମ ଏସିଆନ-ଇଣ୍ଡିଆ ସମିଟ୍‌ରେ ଆଜି ସହ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

3. ଆଜି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ l ଦୀପାବଳି ପୂର୍ବରୁ ଘୋଷଣା ହୋଇପାରେ ପ୍ୟାକେଜ l

4. ଆଜି ଦେଶର ବିଭିନ୍ନ ବୃହତ ପ୍ରକଳ୍ପର ନିର୍ମାଣଧିନ ସ୍ଥିତି ସମୀକ୍ଷା କରିବ PMO l

5. ଆଜି ଦେଶର କୋରନା ସ୍ଥିତି ସମୀକ୍ଷା କରିବେ ସ୍ୱାସ୍ଥ୍ୟ ମନ୍ତ୍ରୀ l ଅପରାହ୍ନ 4 ଟା ରେ ପ୍ରେସମିଟ l

6- ବିହାର ବିଜୟ ପରେ ଆଜି NDA ଶୀର୍ଷ ନେତାଙ୍କ ବୈଠକ l ସରକାର ଗଠନ ରୂପରେଖ ଉପରେ ହେବ ଆଲୋଚନା l

7.ତିର୍ତ୍ତୋଳ ଓ ବାଲେଶ୍ୱର ବିଜୟ ପରେ ଆଜି ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ସାନ୍ଧ୍ୟ 6 ଟାରେ କାର୍ଯ୍ୟକ୍ରମ l

8.ଆଜି ଗୁଜୁରାଟର 3 ଟି ସୀମାବର୍ତ୍ତୀ ଜିଲ୍ଲାର ସମସ୍ତ ଗ୍ରାମ ପ୍ରଧାନ ଓ ସରପଞ୍ଚଙ୍କ ସହ ଆଲୋଚନା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା l

9.ମସ୍ତିଷ୍କରେ ଅସ୍ତ୍ରୋପଚାର ପରେ ଆଜି ଘରକୁ ଫେରିବେ ଆର୍ଜେଣ୍ଟିନାର ଫୁଟବଲ ତାରକା ଡିଏଗୋ ମାରାଡୋନା ।

10. ବିଶ୍ବ ନିମୋନିଆ ଦିବସ । ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପାଳନ କରାଯାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.