ETV Bharat / bharat

ଭାରତରେ ପହଞ୍ଚିଲେ ନେପାଳ ପ୍ରଧାନମନ୍ତ୍ରୀ, ବୁଲିବେ ମୋଦିଙ୍କ ସଂସଦୀୟ କ୍ଷେତ୍ର

author img

By

Published : Apr 1, 2022, 4:55 PM IST

ଭାରତରେ ପହଞ୍ଚିଲେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା । ତେବେ ସେ ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ଆଜି ସେ ଦିଲ୍ଲିରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ

ପହଞ୍ଚିଲେ ନେପାଳ ପ୍ରଧାନମନ୍ତ୍ରୀ, ବୁଲିବେ ମୋଦିଙ୍କ ସଂସଦୀୟ କ୍ଷେତ୍ର

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା । ତେବେ ସେ ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ଆଜି ସେ ଦିଲ୍ଲିରେ ପହଞ୍ଚିଛନ୍ତି । ଏଥିସହ ତାଙ୍କର ଏହା ସରକାରୀ ଗସ୍ତ ହୋଇଥିବା ବେଳେ ଭାରତ ଓ ନେପାଳ ମଧ୍ୟରେ ବିଭିନ୍ନ ଦ୍ବିପାକ୍ଷିକ ବିଷୟରେ ଆଲୋଚନା କରାଯିବ ।

  • A fond welcome to a special friend.

    PM of Nepal @SherBDeuba arrives in India for an official visit from 01-03 April 2022.

    This is his first bilateral visit abroad after assuming office in July 2021. pic.twitter.com/57t0n5IiJJ

    — Arindam Bagchi (@MEAIndia) April 1, 2022 " class="align-text-top noRightClick twitterSection" data=" ">

ସେହିପରି ୨୦୨୧ ମସିହାରେ ଜୁଲାଇରେ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ । ତେବେ ତାଙ୍କର ଏହି ଗସ୍ତରେ ସେ ଭାରତ ଓ ନେପାଳ ମଧ୍ୟରେ ବିଭିନ୍ନ ଦ୍ବିପାକ୍ଷିକ ସମସ୍ୟା ନେଇ ଆଲୋଚନା ହେବ । ଏଥିସହ ସେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କରଙ୍କ ସହ ଆଲୋଚନା କରିବେ ।

ଅନ୍ୟପଟେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହଦୂର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ତେବେ ଦେଉବା ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ ରକ୍ଷା କରି ଭାରତ ଗସ୍ତରେ ଆସିଥିବା ଜଣାପଡିଛି । ଏଥିସହ ସେ ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସୀ ଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.